ଓଡ଼ିଶାଲାଇଭ ବ୍ୟୁରୋ  

ଗୁରୁତର ଅବସ୍ଥାରେ ବଲାଙ୍ଗିର ମ.ରାମପୁର ବସଷ୍ଟାଣ୍ଡରୁ ଉଦ୍ଧାର ହୋଇଥିବା ଛାତ୍ରୀ ଜଣକର ଆଜି ମୃତ୍ୟୁ ହୋଇଛି। ଜଣେ ଯୁବକ ଛାତ୍ରୀଙ୍କୁ କମେଣ୍ଟ ମାରିବା ସହ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ।

ତେବେ ଗୁରୁବାର ମ. ରାମପୁର ବସଷ୍ଟାଣ୍ଡ ନିକଟରୁ ଗୁରୁତର ଅବସ୍ଥାରେ ଛାତ୍ରୀ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ପରେ ତାକୁ ବଲାଙ୍ଗିର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଯୁବକଙ୍କ କମେଣ୍ଟକୁ ସହି ନପାରି ଛାତ୍ରୀ ଜଣକ ଆତ୍ମହତ୍ୟା କରିଛନ୍ତି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି।

Comment