ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଅଣ୍ଡର-୧୯ କ୍ରିକେଟ ଟିମ୍ ପାଇଁ ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ଟୁ ବି ୟୁନିଭର୍ସିଟି (ସୋଆ)ର ଛାତ୍ର ଶୁଭ୍ରାଂଶୁ ହରିଚନ୍ଦନ ମନୋନିତ ହୋଇଛନ୍ତି।

ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ମନୋନୀତ ଖେଳାଳିମାନଙ୍କର ତାଲିକା ପ୍ରକାଶ ପାଇଛି। ଏଥିରେ ଶୁଭ୍ରାଂଶୁ ମନୋନିତ ହୋଇଛନ୍ତି।

ଶୁଭ୍ରାଂଶୁ ହେଉଛନ୍ତି ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ବିଜନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍)ର ବିବିଏ ଛାତ୍ର। ସେ ଓଡ଼ିଶା ଅଣ୍ଡର-୧୯ ତାଲିକାରେ ୧୫ ଜଣଙ୍କ ଭିତରେ ଅଛନ୍ତି।

LEAVE A REPLY

Please enter your comment!
Please enter your name here