ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଉରକେଲା ସହରରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଜଲଦା ହାତୀବନ୍ଧ ଅଞ୍ଚଳରେ ୧୮ଟି ହାତୀ ପଶି ଆସିଥିବାର ସୂଚନା ମିଳିଛି।

ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ସହର ଭିତରକୁ ପଶିବାର ଆଶଙ୍କାରେ ବନ କର୍ମଚାରୀ ସଜାଗ ରହିଛନ୍ତି। ହାତୀଙ୍କୁ ଘଉଡ଼େଇବା ପାଇଁ ୫୦ରୁ ଅଧିକ ବନ କର୍ମଚାରୀ ସାମିଲ ହୋଇଛନ୍ତି।

Comment