ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗଞ୍ଜାମ ଜିଲ୍ଲା ସ୍ଵାସ୍ଥ୍ୟ ସମିତିର ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଇଣ୍ଟରଭ୍ୟୁ। ଡିସେମ୍ଵର ୩ରୁ ୪ ତାରିଖ ପର୍ଯ୍ୟନ୍ତ ଇଣ୍ଟରଭ୍ୟୁ ହେବ।

ଗଞ୍ଜାମ ଜିଲ୍ଲା ସ୍ଵାସ୍ଥ୍ୟ ସମିତିର ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଏକ ଇଣ୍ଟରଭ୍ୟୁ କରାଯିବ। ଇଣ୍ଟରଭ୍ୟୁରେ ଭାଗ ନେବା ପାଇଁ ପ୍ରାର୍ଥୀମାନେ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ ଡିସେମ୍ଵର ୧୨ ତାରିଖରେ ଉପସ୍ଥିତ ରହିବେ। ଅଧିକ ତଥ୍ୟ ପାଇଁ ଓ୍ଵେବସାଇଟ http://ganjam.nic.in କୁ ଯାଇ ଦେଖି ପାରିବେ।

  • ପଦବୀ- ବ୍ଲକ ଆକାଉଣ୍ଟ ମ୍ୟାନେଜର, ଇଣ୍ଟରଭ୍ୟୁ ତାରିଖ – ୦୩.୧୨.୨୦୧୯
  • ଅପଟୋମେଟ୍ରିଷ୍ଟ – ୦୩.୧୨.୨୦୧୯
  • ମେଡିକାଲ ଅଫିସର – ୩.୧୨.୨୦୧୯
  • ସାଇକାଟ୍ରିକ ନର୍ସ – ୩.୧୨.୨୦୧୯
  • ସମାଜ ସେବୀ – ୩.୧୨.୨୦୧୯
  • ଜିଲ୍ଲା ପିଏମ୍‌ଡିଟି କୋଅର୍ଡିନେଟର – ୩.୧୨.୨୦୧୯
  • ଆୟୁଷ ଡକ୍ଟର(ଆର୍ୟୁବେଦିକ ଓ ହୋମିଓପାଥି), ଇଣ୍ଟରଭ୍ୟୁ ତାରିଖ – ୩.୧୨.୨୦୧୯

ଆରବିଏସ୍‌କେ(ଆର୍ୟୁବେଦିକ, ହୋମିଓପାଥିକ, ଫାର୍ମାସିଷ୍ଟ, ଷ୍ଟାଫ ନର୍ସ) – ୦୪.୧୨.୨୦୧୯

ଇଣ୍ଟରଭ୍ୟୁ ସ୍ଥାନ ଓ ସମୟ

  • ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ, ଗଞ୍ଜାମ
  • ସକାଳ ୧୦ଟା

ଇଣ୍ଟରଭ୍ୟୁକୁ ଆସିବା ସମୟରେ ସମସ୍ତ ପ୍ରମାଣପତ୍ର, ଯକୌଣସି ପରିଚୟ ପତ୍ର ଓ ଦୁଇଟି ଫଟୋ ଆଣିଥିବା ଦରକାର। ଅଧିକ ଜାଣିବା ପାଇଁ ଓ୍ଵେବସାଇଟ http://ganjam.nic.in କୁ ଯାଇପାରିବେ।

Comment