ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗଣତନ୍ତ୍ର ଦିବସ ପୂର୍ବରୁ ଶନିବାର କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ପୋଲିସ ମେଡାଲ ଘୋଷଣା ହୋଇଛି। ୩ଟି ବର୍ଗରେ ଓଡ଼ିଶାରୁ ଏଥର ମୋଟ ୨୯ ଜଣ ମେଡାଲ ପାଇବେ। ମାତ୍ର ଚଳିତ ଥର ଓଡ଼ିଶାରୁ ଓଡ଼ିଶାରୁ କେହି ରାଷ୍ଟ୍ରପତି ପୋଲିସ ମେଡାଲ ପାଇବେ ନାହିଁ।

ଏଥର ସାହାସିକତା ପାଇଁ ୧୬ ଜଣ, ବିଶିଷ୍ଟ ସେବା ପାଇଁ ୨, ଉଲ୍ଲେଖନୀୟ ସେବା ପାଇଁ ୧୧ ପୋଲିସ ମେଡଲା ପାଇବେ। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ତାଲିକା

ବିଶିଷ୍ଟ ସେବା ପାଇଁ(୨)

ଏଡିଜି ଆର୍‌ପି କୋଚେ, ଭିଜିଲାନ୍ସ ଏଏସ୍‌ଆଇ ମନୋରଞ୍ଜନ ସାମଲ

ଉଲ୍ଲେଖନୀୟ ସେବା ପାଇଁ(୧୧)

ଏଏସ୍‌ପି  ବିଶ୍ୱନାଥ ମିଶ୍ର

କମାଣ୍ଡାଣ୍ଟ ବାଳକୃଷ୍ଣ ନନ୍ଦ

ଏଏସ୍‌ପି ସୁଶାନ୍ତ ବିଶ୍ୱାଳ

ଇନ୍ସପେକ୍ଟର ଆଶିଷ ମିଶ୍ର,

ବିକାଶ ରଞ୍ଜନ ବେହୁରା

ସୁଶାନ୍ତ କୁମାର ବିଶ୍ୱାଳ

ଦିବାକର ସାମନ୍ତସିଂହାର

ଶାନ୍ତନୁ କୁମାର ଦାସ

ପ୍ରଣବ କୁମାର ନାୟକ

ଚିତ୍ତ ରଞ୍ଜନ ରଥ

ନରେନ୍ଦ୍ର କୁମାର ରାଉତ

ସାହାସିକତା ପାଇଁ (୧୬)

ଏସ୍‌ଆଇ ଗଗନ ନାୟକ

କୃଷ୍ଣାଲୋକ ବେହେରା

ମୂରଲୀ ମନୋହର ଦାସ

ମହେଶ୍ୱର ଧାକଡ଼

ମହୋହର ଭୂୟାଁ

ଶିବ ପ୍ରସାଦ ନାୟକ

ଭବାନୀ ଶଙ୍କର ପାଟିଲ

ଅର୍ଜୁନ ଚନ୍ଦ୍ର କୁରାମୀ

ବିନୟ କୁମାର ମିଶ୍ର

ରାଜେଶ କୁମାର ଦେଓ୍ୱନ

ରାଜନ୍ଦ୍ର ଚୌଧୂରୀ

ସୁଖୀରାମ ରଣା

ଗଣେଷ ଧରୁଆ

ରବିନ୍ଦ୍ର କୁମାର ପରମାଣିକ

ପଦ୍ମନାଭ ନାୟକ

ମଦନ ମୋହନ ପ୍ରଧାନ

LEAVE A REPLY

Please enter your comment!
Please enter your name here