ଓଡ଼ିଶାଲାଇଭ୍‌ ବ୍ୟୁରୋ

ତ୍ଵଚାରେ ସୁନ୍ଦରତା ଓ ଗ୍ଲୋ ଆଣିବା ପାଇଁ ମହିଳାମାନେ ଫେସିଆଲ କରିଥା’ନ୍ତି। ହେଲେ ବାରମ୍ବାର ଫେସିଆଲ କରିବା ଫଳରେ ସାଇଡ୍‌ଇଫ୍ଟେକ୍ଟ ଦେଖାଦେଇଥାଏ। ଜାଣନ୍ତୁ ଫେସିଆଲର ପାର୍ଶ୍ୱପ୍ରତିକ୍ରିୟା।

ଫେସିଆଲ କରିବା ପାଇଁ ବ୍ୟବହାର ହେଉଥିବା ସମାଗ୍ରୀରେ କେମିକାଲ ଉତ୍ପାଦ ଅଧିକ ରହିଥାଏ। ଏହାକୁ ବାରମ୍ବାର କରିବା ଫଳରେ ତ୍ୱଚାରେ ରିଆକ୍ସନ୍‌ ହୋଇ କୁଣ୍ଡେଇ ହୋଇଥାଏ ଏବଂ ତ୍ଵଚା ନଷ୍ଟ ହେବାର ସମ୍ଭାବନା ଅଧିକ ଥାଏ।

ଫେସିଆଲରେ ବ୍ୟବହୃତ କେମିକାଲ ସାମଗ୍ରୀ ଫଳରେ ତ୍ୱଚାରେ ନାଲି ପଡ଼ିଯାଏ।

ତ୍ଵଚାକୁ ଚମକଦାର କରିବା ପାଇଁ ଅନେକ ପ୍ରକାର ସାମଗ୍ରୀ ବ୍ୟବହାର କରାଯାଇଥାଏ। ତ୍ଵଚାର ପ୍ରକାର ଅନୁସାରେ ଭିନ୍ନ ଭିନ୍ନ ସାମଗ୍ରୀ ବ୍ୟବହୃତ ହୋଇଥାଏ, ଯାହା ବିଭିନ୍ନ କେମିକାଲରେ ତିଆରି ହୋଇଥାଏ। ଫେସିଆଲ ବାରମ୍ବାର କରିବା ଫଳରେ ଆଲର୍ଜି ହେବାର ସମ୍ଭାବନା ଅଧିକ ଥାଏ।

ଯଦି ଆପଣ ନିୟମିତ ଭାବେ ଫେସିଆଲ କରୁଛନ୍ତି, ତେବେ ଆପଣଙ୍କ ତ୍ୱଚାର ପିଏଚ୍‌ ଲେବୁଲ ବିଗିଡ଼ି ଯିବାର ଆଶଙ୍କା ଅଧିକ ଥାଏ।

LEAVE A REPLY

Please enter your comment!
Please enter your name here