ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୟୂରଭଞ୍ଜ ଲ’ କଲେଜ୍‌ରେ ଗୋଟିଏ ଆସିଷ୍ଟାଣ୍ଟ ଲାଇବ୍ରେରିଆନ୍‌ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା ଫେବ୍ରୁଆରି ୨୦ ଯାଏଁ ଆବେଦନ କରିପାରିବେ।

ଶିକ୍ଷାଗତ ଯୋଗ୍ୟତା:

  • ଅତିକମ୍‌ରେ ଦ୍ଵିତୀୟ ଶ୍ରେଣୀରେ ସ୍ନାତକ ଡିଗ୍ରୀ ହାସଲ କରିଥିବେ।
  • ଲାଇବ୍ରେରୀ ସାଇନ୍ସ/ ଲାଇବ୍ରେରୀ ଇନ୍‌ଫର୍‌ମେସନ୍‌ ସାଇନ୍ସରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବେ।
  • କମ୍ପ୍ୟୁଟର ଉପରେ ଦକ୍ଷତା ହାସଲ କରିଥିବେ।

mayurbhanj law collegeବୟସ ସୀମା– ୨୦୨୦ ଜାନୁଆରି ୧ ସୁଦ୍ଧା ୩୨ ବର୍ଷରୁ କମ୍‌ ବୟସ ହୋଇଥିବ।

ଚୟନ ପ୍ରକ୍ରିୟା:

  • ଶିକ୍ଷାଗତ ମାର୍କ
  • କମ୍ପ୍ୟୁଟର ପ୍ରାକ୍ଟିକାଲ ସ୍କିଲ୍‌ ଟେଷ୍ଟ
  • ମୌଖିକ ପରୀକ୍ଷା

ଆବେଦନ ପ୍ରକ୍ରିୟା:

ଆବେଦନକାରୀମାନେ ଆବେଦନପତ୍ର ପୂରଣ କରି ଏହା ସହ ନିଜର ସମସ୍ତ ଡକ୍ୟୁମେଣ୍ଟସ୍‌, ଫଟୋକପି ଆଦିକୁ ନିମ୍ନଲିଖିତ ଠିକଣାରେ ପଠାଇଦେବେ।

ଠିକଣା- ମୟୂରଭଞ୍ଜ ଲ’ କଲେଜ୍‌, ବାରିପଦା, ତାକଟପୁର-୭୫୭୦୦୩

ଆବେଦନ ଶୁଳ୍କ– ୫୦୦ ଟଙ୍କା (ପ୍ରିନ୍ସିପାଲ୍‌, ମୟୂରଭଞ୍ଜ ଲ’ କଲେଜ୍‌, ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ନର୍ଥ ଓଡ଼ିଶା ୟୁନିଭର୍ସିଟି ବ୍ରାଞ୍ଚ୍‌ ଜରିଆରେ)

ଏହି ବିଜ୍ଞପ୍ତି ବିଷୟରେ ଅଧିକ ସୂଚନା ପାଇଁ mayurbhanjlawcollege.in ଓ୍ଵେବ୍‌ସାଇଟ୍‌

Comment