ଓଡ଼ିଶାଲାଇଭ୍ ବ୍ୟୁରୋ

ରାଉରକେଲା ହାଇ-ଟେକ୍‌ ମେଡିକାଲ କଲେଜ୍‌ ଆଣ୍ଡ୍‌ ହସ୍ପିଟାଲ୍‌ରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଫେବ୍ରୁଆରି ୩୦ ସୁଦ୍ଧା ଏଥିପାଇଁ ଆବେଦନ କରିପାରିବେ।

ପଦବୀ:

ପେଡିଆଟ୍ରିକ୍‌

  • ସିନିୟର୍‌ ରେସିଡେଣ୍ଟ
  • ଆସିଷ୍ଟାଣ୍ଟ ପ୍ରଫେସର୍‌
  • ଆସୋସିଏଟ୍‌ ପ୍ରଫେସର୍‌
  • ପ୍ରଫେସର୍‌

ସିନିୟର୍‌ ରେସିଡେଣ୍ଟ

  • ଆସିଷ୍ଟାଣ୍ଟ ପ୍ରଫେସର୍‌
  • ଆସୋସିଏଟ୍‌ ପ୍ରଫେସର୍‌
  • ପ୍ରଫେସର୍‌

ଆନାଟୋମି

  • ଆସିଷ୍ଟାଣ୍ଟ ପ୍ରଫେସର୍‌
  • ଆସୋସିଏଟ୍‌ ପ୍ରଫେସର୍‌
  • ପ୍ରଫେସର୍‌

ଫିଜିଓଲୋଜୀ

  • ଆସିଷ୍ଟାଣ୍ଟ ପ୍ରଫେସର୍‌
  • ଆସୋସିଏଟ୍‌ ପ୍ରଫେସର୍‌
  • ପ୍ରଫେସର୍‌

ଏଫ୍‌.ଏମ୍‌.ଟି

  • ଆସିଷ୍ଟାଣ୍ଟ ପ୍ରଫେସର୍‌
  • ଆସୋସିଏଟ୍‌ ପ୍ରଫେସର୍‌
  • ପ୍ରଫେସର୍‌
  • କମ୍ୟୁନିଟି ମେଡିସିନ୍‌

ଆସିଷ୍ଟାଣ୍ଟ ପ୍ରଫେସର୍‌

  • ଆସୋସିଏଟ୍‌ ପ୍ରଫେସର୍‌
  • ପ୍ରଫେସର୍‌

ଆବେଦନ ପ୍ରକ୍ରିୟା

ଇଚ୍ଛୁକପ୍ରାର୍ଥୀମାନେ ନିଦର ବାୟୋଡାଟାକୁ vbctmchrourkela@yahoo.comକୁ ନିର୍ଦ୍ଧାରିତ ସମୟ ସୁଦ୍ଧା ପଠାଇଦେବାକୁ ଫେବ୍ରୁଆରି ୭ରେ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ କୁହାଯାଇଛି।

ଅଧିକ ସୂଚନା ପାଇଁ ଯୋଗାଯୋଗ କରନ୍ତୁ-

ଫୋନ୍‌ ନମ୍ବର- 9439308702, 9124099749

Comment