ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ଡିଜେଲ୍‌ ଇଞ୍ଜିନ୍‌ସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ରେ ନିଯୁକ୍ତି ସୁଯୋଗ। ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ଭୁବନେଶ୍ଵର, ନୟାଗଡ଼, ବ୍ରହ୍ମପୁର, ଝାରସୁଗୁଡ଼ା ଏବଂ ପୁରୀରେ ଦିଆଯିବ। ଇଚ୍ଛୁକ ପ୍ରାର୍ଥୀମାନେ ଏନେଇ ଆବେଦନ କରିପାରିବେ।

ସେଲ୍‌ସ୍‌ ଏକ୍ସିକ୍ୟୁଟିଭ୍‌: (୬ଟି ପଦବୀ)

  • ଯୋଗ୍ୟତା- ସ୍ନାତକ ଡିଗ୍ରୀ ହାସଲ କରିଥିବେ।
  • ଅଭିଜ୍ଞତା- ଅତିକମ୍‌ରେ ୨ ବର୍ଷ

ସିନିୟର୍‌ ସେଲ୍‌ସ୍‌ ଏକ୍ସିକ୍ୟୁଟିଭ୍‌: (୫ଟି ପଦବୀ)

  • ଯୋଗ୍ୟତା- ସ୍ନାତକ ଡିଗ୍ରୀ ହାସଲ କରିଥିବେ।
  • ଅଭିଜ୍ଞତା- ଅତିକମ୍‌ରେ ୪ ବର୍ଷ

ମ୍ୟାନେଜର ସର୍ଭିସ: (୪ଟି ପଦବୀ)

  • ଯୋଗ୍ୟତା- ବି.ଇ/ଡିପ୍ଲୋମା
  • ଅଭିଜ୍ଞତା- ଅତିକମ୍‌ରେ ୫ ବର୍ଷ

ସର୍ଭିସ ଆଡ୍‌ଭାଇଜର୍‌: (୪ଟି ପଦବୀ)

  • ଯୋଗ୍ୟତା- ବି.ଇ/ଡିପ୍ଲୋମା
  • ଅଭିଜ୍ଞତା- ଅତିକମ୍‌ରେ ୩ ବର୍ଷ

ଷ୍ଟୋର୍‌ସ୍‌ ଏକ୍ସିକ୍ୟୁଟିଭ୍‌: (୨ଟି ପଦବୀ)

  • ଯୋଗ୍ୟତା- ସ୍ନାତକ ଡିଗ୍ରୀ ହାସଲ କରିଥିବେ।
  • ଅଭିଜ୍ଞତା- ଅତିକମ୍‌ରେ ୩ ବର୍ଷ

ବିଜିନେସ୍‌ ହେଡ୍‌: (୨ଟି ପଦବୀ)

  • ଯୋଗ୍ୟତା- ସ୍ନାତକ ଡିଗ୍ରୀ ସହ ଏମ୍‌ବିଏ କରିଥିବେ।
  • ଅଭିଜ୍ଞତା- ଅତିକମ୍‌ରେ ୬ ବର୍ଷ

ଆବେଦନ ପ୍ରକ୍ରିୟା:

ଇଚ୍ଛୁକ ପ୍ରାର୍ଥୀମାନେ ନିଜର ବାୟୋଡାଟା oridiesel.ed@gmail.comକୁ ପଠାଇପାରିବେ କିମ୍ବା ନିମ୍ନଲିଖିତ ଠିକଣାରେ ଯାଇ ମ୍ୟାନେଜର-ଏଚ୍‌ଆର୍‌ଙ୍କୁ ଭେଟିପାରିବେ ବୋଲି ଫେବ୍ରୁଆରି ୭ ତାରିଖରେ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।

ଠିକଣା: ଓଡ଼ିଶା ଡିଜେଲ୍‌ ଇଞ୍ଜିନ୍‌ସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌, A5, ମଞ୍ଚେଶ୍ଵର. ଇଣ୍ଡଷ୍ଟ୍ରିଆଲ୍‌ ଇଷ୍ଟେଟ୍‌, ଭୁବନେଶ୍ଵର

ଫୋନ୍‌ ନମ୍ବର- 91 8480612441

Comment