ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ କ୍ରୀଡ଼ା ପ୍ରାଧିକରଣର (ସ୍ପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ) ବିଭିନ୍ନ ବିଭାଗରେ ମୋଟ୍‌ ୩୧୪ଟି ସାଇଣ୍ଟିଫିକ୍‌ ଷ୍ଟାଫ୍‌ ପଦବୀ ଲାଗି ନିଯୁକ୍ତି। ଏନେଇ ପ୍ରାର୍ଥୀମାନେ ଆସନ୍ତା ଫେବ୍ରୁଆରି ୧୫ ଯାଏଁ ଆବେଦନ କରିପାରିବେ।

ପଦବୀ:

  • ଆନ୍ଥ୍ରୋପୋମେଟ୍ରିଷ୍ଟ- ୨୪ଟି ପଦବୀ
  • ଏକ୍ସର୍‌ସାଇଜ୍‌ ଫିଜିଓଲୋଜିଷ୍ଟ- ୩୪ଟି ପଦବୀ
  • ଷ୍ଟ୍ରେନ୍ଥ ଆଣ୍ଡ କଣ୍ଡିସନିଂ ଏକ୍ସପର୍ଟ- ୬୨ଟି ପଦବୀ
  • ବାୟୋମେକାନିଷ୍ଟ- ୩ଟି ପଦବୀ
  • ସାଇକୋଲୋଜିଷ୍ଟ- ୪ଟି ପଦବୀ
  • ସ୍ପୋର୍ଟସ୍‌ ମେଡିସିନ୍‌ ଡକ୍ଟର୍‌- ୧୦ଟି ପଦବୀ
  • ଡକ୍ଟର୍‌- ଗୋଟିଏ ପଦବୀ
  • ଫିଜିଓଥେରାପିଷ୍ଟ- ୪୭ଟି ପଦବୀ
  • ମାସେଅର୍‌- ୭୨ଟି ପଦବୀ
  • ଫାର୍‌ମାସିଷ୍ଟ- ୧୨ଟି ପଦବୀ
  • ନର୍ସିଂ ଆସିଷ୍ଟାଣ୍ଟ- ୩୬ଟି ପଦବୀ
  • ଲ୍ୟାବ୍‌ ଚେକ୍ନିସିଆନ୍‌ (ମେଡିକାଲ୍‌ ଲ୍ୟାବ୍‌) – ୧୨ଟି ପଦବୀ
  • ଲ୍ୟାବ୍‌ ଚେକ୍ନିସିଆନ୍‌ (ନନ୍‌-ମେଡିକାଲ୍‌) – ୨୩ଟି ପଦବୀ
  • ବୟସ ସୀମା– କେତେକ ପଦବୀ ପାଇଁ ବୟସ ସୀମା ୩୫ ବର୍ଷ ଥିବା ବେଳେ ଅନ୍ୟ କେତେକ ପଦବୀ ପାଇଁ ୪୫ ବର୍ଷ ରହିଛି।
  • ଆବେଦନ ପ୍ରକ୍ରିୟା:
  • ଆବେଦନକାରୀମାନେ କେବଳ ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରିପାରିବେ। ଆବେଦନ ପତ୍ର ପୂରଣ କରିବା ସହ ସମସ୍ତ ଦରକାରୀ କାଗଜପତ୍ର ତଥା ଅଭିଜ୍ଞତାପତ୍ର ଫେବ୍ରୁଆରି ୧୫ ସଂଧ୍ୟା ୫ଟା ପୂର୍ବରୁ ଦାଖଲ କରିବାକୁ ହେବ।
  • ଏହି ନିଯୁକ୍ତି ସମ୍ବନ୍ଧୀୟ ସମସ୍ତ ବିବରଣୀ ପାଇଁnic.in ଓ୍ଵେବ୍‌ସାଇଟ୍‌କୁ ଯାଆନ୍ତୁ।

Comment