ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ଖେଳ ପ୍ରାଧିକରଣ (SAI) ଅଧୀନରେ ମସାଜର ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ୧୦ ଡିସେମ୍ଵର ୨୦୨୦ ପୂର୍ବରୁ ଅନଲାଇନ୍‌ ଯୋଗେ ଆବେଦନ କରିପାରିବେ।

ପଦବୀ ସଂଖ୍ୟା – ୬ଟି

ସ୍ଥାନ – କୋଲକାତା

  • ଆବେଦନ ଆରମ୍ଭ – ୧୮ ନଭେମ୍ଵର ୨୦୨୦
  • ଆବେଦନ ଶେଷ – ୧୦ ଡିସେମ୍ଵର ୨୦୨୦

ବେତନ ହାର – ୩୫,୦୦୦ ଟଙ୍କା (ମାସିକ)

ବୟସ ସୀମା – ସର୍ବାଧିକ ୩୫ ବର୍ଷ

ଆବେଦନ ପାଇଁ ଆବଶ୍ୟକୀୟ ଯୋଗ୍ୟତା

  • ଆବେଦନ କରୁଥିବା ପ୍ରାର୍ଥୀଜଣକ ଯେକୌଣସି ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନରୁ ମାଟ୍ରିକ ଏବଂ ଯୁକ୍ତଦୁଇ ପାସ୍ କରିଥିବେ ଏବଂ ମସାଜ ଥେରାପୀରେ ଡିପ୍ଲୋମା କୋର୍ସ କରିଥିବା ଆବଶ୍ୟକ।
  • ମସାଜର ଭାବେ ୨ବର୍ଷର ଅନୁଭୂତି ରଖିଥିବା ଆବଶ୍ୟକ।

ଅଧିକ ଜାଣିବା ପାଇଁ କ୍ଲିକ୍ କରନ୍ତୁ।

Comment