ଓଡ଼ିଶାଲାଇଭ୍ ବ୍ୟୁରୋ

ବ୍ରହ୍ମପୁର ଏସପି ଅଫିସ ସାମ୍ନାରେ ନିଜ ଦେହରେ ନିଆଁ ଲଗାଇଲେ ବିଜେଡି ଦଳର ନେତ୍ରୀ ମିନାକ୍ଷୀ ମିଶ୍ର। ବୁଧବାର ସେ ନିଜ ଦେହରେ କିରୋସିନି ଢ଼ାଳି ନିଜକୁ ଜାଳିବାକୁ ଉଦ୍ୟମ କରିଛନ୍ତି।

ମିନାକ୍ଷୀଙ୍କ ପୁଅକୁ ପୋଲିସ୍ କୌଣସି କାରଣରୁ ଗିରଫ କରିଥିଲା। ସେଥିପାଇଁ ମିନାକ୍ଷୀ ବୁଧବାର ଏସପି ସାକ୍ଷାତ କରିବାକୁ ଆସିଥିଲେ। ଏହାପରେ ସେ ଏସପିଙ୍କ ଅଫିସର ସାମ୍ନାରେ ଏପରି କରିଥିବା ନେଇ ସୂଚନା ରହିଛି।

ଏହାପରେ ତାଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ମହାରାଜ ଏମକେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Comment