ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପ୍ରଫେସନାଲ୍‌ ଷ୍ଟଡିଜ୍‌ ଆଣ୍ଡ ରିସର୍ଚ୍ଚ (IPSAR) ଅଧୀନରେ କଟକ ଏବଂ ଭୁବନେଶ୍ଵରରେ ଏଜୁକେସନ୍‌ କାଉନ୍‌ସେଲର୍‌ ଏବଂ ଟ୍ରେନର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଫେବ୍ରୁଆରି ୧୨ ଏବଂ ୧୭ରେ ଅନୁଷ୍ଠିତ ହେବ ଓ୍ଵାକ୍‌ ଇନ୍‌ ଇଣ୍ଟରଭ୍ୟୁ।

ଶିକ୍ଷାଗତ ଯୋଗ୍ୟତା:

  • ଏଜୁକେସନ୍‌ କାଉନ୍‌ସେଲର୍‌- ଇଂଲିସ ସ୍ପିକିଂ ସହ ଗ୍ରାଜୁଏଟ୍‌ କିମ୍ବା ପୋଷ୍ଟ ଗ୍ରାଜୁଏଟ୍‌ କରିଥିବେ ଏବଂ ଏଜୁକେସନ୍‌ କାଉନସେଲିଂରେ ଅଭିଜ୍ଞତା ଥିବ।
  • ଟ୍ରେନର୍‌- ଜାଭା, ଆଡ୍‌ଭାନ୍ସଡ୍‌ ଜାଭା, ପିଏଚ୍‌ପି, ପାଇଥୋନ୍‌ ଏବଂ ଆଡ୍‌ଭାନ୍ସଡ୍‌ କମ୍ପ୍ୟୁଟରରେ ଜ୍ଞାନ ଥିବ।

ଇଣ୍ଟରଭ୍ୟୁ ସମୟ– ୨୦୨୦ ଫେବ୍ରୁଆରି ୧୨ ଏବଂ ୧୭ ସକାଳ ୧୦ରୁ ଅପରାହ୍ଣ ୧ଟା

ଇଣ୍ଚରଭ୍ୟୁ ପାଇଁ କେଉଁଠିକୁ ଯିବେ?

  • ଫାଇନର୍‌ ସ୍କିଲ୍‌, ଟ୍ରେନିଂ ଆଣ୍ଡ ପ୍ଲେସ୍‌ମେଣ୍ଟ, ୫ମ ଫ୍ଲୋର୍‌, ଡିଏଲ୍‌ଏଫ୍‌ ସାଇବର୍‌ ସିଟି, ଭୁବନେଶ୍ଵର

Comment