ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପ୍ରଫେସନାଲ୍‌ ଷ୍ଟଡିଜ୍‌ ଆଣ୍ଡ ରିସର୍ଚ (IPSAR) ଅଧୀନରେ ଆଇଟି ଅଫିସର ଏବଂ ମାର୍କେଟିଂ ଆଣ୍ଡ୍‌ ଏଜୁକେସନ୍‌ କାଉନ୍‌ସେଲର୍‌ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଫେବ୍ରୁଆରି ୨୯ରେ ଅନୁଷ୍ଠିତ ହେବାକୁ ଯାଉଛି ଓ୍ଵାକ୍‌ ଇନ୍‌ ଇଣ୍ଟରଭ୍ୟୁ।

ଯୋଗ୍ୟତା:

  • ଆଇଟି ଅଫିସର– କ୍ଲାଉଡ୍‌ ସର୍‌ଭର୍‌, ଭିଡିଓ କନ୍‌ଫେରେନ୍ସିଂ, ଓ୍ଵେବିନାର୍‌ସ୍‌, ଆଇପି ଆଣ୍ଡ୍‌ ସିସିଟିଭି କ୍ୟାମେରା ଇନ୍‌ଟିଗ୍ରେସନ୍‌, ଇନ୍‌ଟର୍‌ନେଟ୍‌ ଲିଜ୍ଡ ଲାଇନ୍‌ସ୍‌, ହାର୍ଡ ଓ୍ଵେୟାର ମେଣ୍ଟେନାନ୍ସ ଆଦିରେ ଅଭିଜ୍ଞତା ଥିବା ଆବଶ୍ୟକ।
  • ମାର୍କେଟିଂ ଆଣ୍ଡ୍‌ ଏଜୁକେସନ୍‌ କାଉନ୍‌ସେଲର୍‌– ଏଜୁକେସନ୍‌ ମାର୍କେଟିଂ ଏବଂ କାଉନ୍‌ସେଲିଂରେ ଅଭିଜ୍ଞତା ଥିବା ପ୍ରାର୍ଥୀମାନେ ଆବେଦନ କରିପାରିବେ।

ଆବେଦନ ପ୍ରକ୍ରିୟା:

ଇଚ୍ଛୁକ ପ୍ରାର୍ଥୀମାନେ ନିଜର ବାୟୋଡାଟା ଏବଂ ଦରକାରୀ କାଗଜପତ୍ର ସହ ନିମ୍ନଲିଖିତ ଠିକଣାରେ ସଠିକ୍‌ ସମୟରେ ପହଞ୍ଚିଯିବାକୁ ଫେବ୍ରୁଆରି ୨୮ରେ ପ୍ରକାଶିତ ବିଜ୍ଞାପନରେ କୁହାଯାଇଛି।

  • ଇଣ୍ଟରଭ୍ୟୁ ଠିକଣା-IPSAR, କ୍ୟାମ୍ପସ୍‌-୧ ଏବଂ ୨, ସେକ୍ଟର-୬, ସିଡିଏ, କଟକ
  • ଇଣ୍ଟରଭ୍ୟୁ ସମୟ-୨୦୨୦ ଫେବ୍ରୁଆରି ୨୯ ସକାଳ ୧୦ରୁ ୨ଟା

ଅଧିକ ତଥ୍ୟ ପାଇଁ ଫୋନ୍‌ ନମ୍ବର ଏବମ ଇ ମେଲ୍‌ ମାଧ୍ୟମରେରେ ଯୋଗାଯୋଗ କରନ୍ତୁ-

ସୌଜନ୍ୟ: ଚାକିରି ପ୍ଲସ

Comment