ଓଡ଼ିଶାଲାଇଭ୍ ବ୍ୟୁରୋ

ଅନୁଗୁଳ ମୂଷାପାପୁଲିସ୍ଥିତ ସିଦ୍ଧି ବିନାୟକ କଲେଜ୍‌ (ଉଭୟ +୨ ଏବଂ +୩- ବିଜ୍ଞାନ)ରେ ଆକାଡେମିକ୍‌ ହେଡ୍‌, ଜୁନିୟର୍‌ ଏବଂ ସିନିୟର୍‌ ଅଧ୍ୟାପକ ଓ ମାର୍କେଟିଂ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଶିକ୍ଷାଗତ ଯୋଗ୍ୟତା:

ଆକାଡେମିକ୍‌ ହେଡ୍‌- ପିସିଏମ୍‌/ସିବିଜେଡ୍‌ରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ସହ ୮ରୁ ୧୦ ବର୍ଷ ଅଭିଜ୍ଞତା ଥିବ।

ସିନିୟର୍‌ ଅଧ୍ୟାପକ- ପିସିଏମ୍‌/ସିବିଜେଡ୍‌ରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ସହ ୫ରୁ ୮ ବର୍ଷ ଅଭିଜ୍ଞତା ଥିବ।

ଜୁନିୟର୍‌ ଅଧ୍ୟାପକ- ପିସିଏମ୍‌/ସିବିଜେଡ୍‌/ଆଇଟି/କମ୍ପ୍ୟୁଟର ସାଇନ୍ସ/ଓଡ଼ିଆ/ଇଂରାଜୀରେ ସ୍ନାତକୋତ୍ତର କରିବା ସହ ୨ରୁ ୫ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।

ମାର୍କେଟିଂ ଏକ୍ସିକ୍ୟୁଟିଭ୍‌- ସ୍ନାତକ ଡିଗ୍ରୀ ସହ ୨ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।

ଆବେଦନ ପ୍ରକ୍ରିୟା:

ଇଚ୍ଛୁକପ୍ରାର୍ଥୀମାନେ ନିଜର ବାୟୋଡାଟା sbscadmn@gmail.comକୁ ମେଲ୍‌ କରିବାକୁ ବିଜ୍ଞପ୍ତିରେ କୁହାଯାଇଛି।

ଯୋଗାଯୋଗ

ଫୋନ୍‌ ନମ୍ବର- 06764-231388, 7606010126, 7606010125, 7735320108

କର୍ପୋରେଟ୍‌ ଅଫିସ୍‌- ସିମିଲିପଡ଼ା, ଅନୁଗୁଳ-୭୫୯୧୨୨

କ୍ୟାମ୍ପସ୍‌- ମୂଷାପାପୁଲି, ଅନୁଗୁଳ

Comment