ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦୁଝର ଆନନ୍ଦପୁରସ୍ଥିତ ପ୍ରାଣବଲ୍ଲଭ ପବ୍ଲିକ୍‌ ସ୍କୁଲ୍‌ରେ ବିଭିନ୍ନ ବିଷୟରେ ଶିକ୍ଷକଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅଭିଜ୍ଞ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ।

ପଦବୀ– ଟିଜିଟି (ଟ୍ରେନି ଗ୍ରାଜୁଏଟ୍‌ ଟିଚର୍‌)

ବିଷୟ– ଏସ୍‌ଏସ୍‌ଟି, ବାୟୋଲୋଜୀ, ମ୍ୟାଥ୍‌ (ପିସିଏମ୍‌), ଇଂରାଜୀ

ଯୋଗ୍ୟତା– ଯେକୌଣସି ସିବିଏସ୍‌ଇ ସ୍କୁଲ୍‌ରେ ଉପରୋକ୍ତ ପଦବୀରେ ଅତିକମ୍‌ରେ ୫ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।

ଆବେଦନ ପ୍ରକ୍ରିୟା:

ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ନିଜର ବାୟୋଡାଟାକୁ ଇ-ମେଲ୍‌ ମାଧ୍ୟମରେ ପଠାଇପାରିବେ।

ଇ-ମେଲ୍‌: ppspks2016@gmail.com, ashokpuhan@gmail.com

ଯୋଗାଯୋଗ ପାଇଁ ଫୋନ୍‌ ନମ୍ବର– 08249046467, 09937523507

ଓ୍ଵେବ୍‌ସାଇଟ୍‌– www.pranaballavpublicschool.com

ଠିକଣା– ପ୍ରାଣବଲ୍ଲଭ ପବ୍ଲିକ୍‌ ସ୍କୁଲ୍‌, ଗୋହିରା, ଘାସିପୁର, ଆନନ୍ଦପୁର, କେନ୍ଦୁଝର

Comment