ଓଡ଼ିଶାଲାଇଭ୍ ବ୍ୟୁରୋ

ସେଣ୍ଟ୍‌ ଜାଭିୟର୍‌ ଗ୍ରୁପ୍‌ ଅଫ୍‌ ସ୍କୁଲ ଅଧୀନରେ ପିଜିଟି, ଟିଜିଟି, ପିଆର୍‌ଟି ଏବଂ ଏନ୍‌ଟିଟି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆଗ୍ରହୀ ପ୍ରାର୍ଥୀମାନେ ମାର୍ଚ୍ଚ ୧ରେ ଓ୍ଵାକ୍‌ ଇନ୍‌ ଇଣ୍ଟରଭ୍ୟୁରେ ଯୋଗ ଦେଇପାରିବେ।

ଏହି ନିଯୁକ୍ତି ଆନନ୍ଦପୁର, ଘସିପୁରା, ଖଲଣା ଏବଂ ମୁଗୁପୁରଟାରେ ହେବ। ରହିବା ସହିତ ଅନ୍ୟାନ୍ୟ ସୁବିଧା ମଧ୍ୟ ଦିଆଯିବ ବୋଲି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

ପିଜିଟି:

ବିଷୟ- ମ୍ୟାଥ୍‌, ସାଇନ୍ସ (ପିସିଏମ୍‌ ଆଣ୍ଡ୍‌ ସିବିଜେଡ୍‌), ଇଂରାଜୀ, ଏସ୍‌ଏସ୍‌ଟି

ଦରମା-୧୫,୦୦୦ରୁ ୧୮,୦୦୦ ଟଙ୍କା

ଟିଜିଟି:

ବିଷୟ- ମ୍ୟାଥ୍‌, ସାଇନ୍ସ (ପିସିଏମ୍‌ ଆଣ୍ଡ୍‌ ସିବିଜେଡ୍‌), ଇଂରାଜୀ, ଏସ୍‌ଏସ୍‌ଟି

ଦରମା- ୧୩,୫୦୦୦ରୁ ୧୫,୫୦୦ ଟଙ୍କା

ପିଆର୍‌ଟି:

ବିଷୟ- ମ୍ୟାଥ୍‌, ସାଇନ୍ସ, ଇଂରାଜୀ, ଓଡ଼ିଆ, ହିନ୍ଦୀ

ଦରମା- ୧୦,୫୦୦ରୁ ୧୨,୫୦୦ ଟଙ୍କା

ଏନ୍‌ଟିଟି:

ବିଷୟ- କେଜି-୧, କେଜି-୨ର ବିଷୟରେ

ଦରମା- ୮,୫୦୦ରୁ ୧୦,୫୦୦ ଟଙ୍କା

ଇଣ୍ଟରଭ୍ୟୁ ସମୟ– ୨୦୨୦ ମାର୍ଚ୍ଚ ୧ ତାରିଖ ସକାଳ ୮ରୁ ୨ଟା ଯାଏଁ

ଆବେଦନ ପ୍ରକ୍ରିୟା:

ଆଗ୍ରହୀ ପ୍ରାର୍ଥୀମାନେ ନିଜର ବାୟୋଡାଟା ଏବଂ ଦରକାରୀ କାଗଜପତ୍ର ସହ ନିର୍ଦ୍ଧାରିତ ସମୟ ପୂର୍ବରୁ ନିମ୍ନଲିଖିତ ଠିକଣାରେ ପହଞ୍ଚିଯିବାକୁ ବିଜ୍ଞପ୍ତିରେ କୁହାଯାଇଛି।

ଠିକଣା– ସେଣ୍ଟ୍‌ ଜାଭିୟର୍‌ ଗ୍ରୁପ୍‌ ଅଫ୍‌ ସ୍କୁଲସ୍‌, ଆନନ୍ଦପୁର

ଯୋଗାଯୋଗ ପାଇଁ-

ଫୋନ୍‌ ନମ୍ବର– 8117920290

ଇ ମେଲ୍‌– anandapurxavier@gmail.com

Comment