ଓଡ଼ିଶାଲାଇଭ୍ ବ୍ୟୁରୋ

G I E T university

ରାୟଗଡ଼ା ଗୁଣୁପୁରସ୍ଥିତ ଜି.ଆଇ.ଇ.ଟି ୟୁନିଭର୍ସିଟିରେ ବିଭିନ୍ନ ବିଭାଗରେ ପ୍ରଫେସର୍‌, ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ୍‌ ପ୍ରଫେସର୍‌ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

ନିଯୁକ୍ତି ବିଭାଗ– ଆଗ୍ରୋନୋମୀ, ଏଣ୍ଟୋମୋଲୋଜୀ, ହର୍ଟିକଲ୍‌ଚର୍‌, ଏଗ୍ରିକଲ୍‌ଚର୍‌ ଏକ୍ସଟେନ୍‌ସନ୍‌ସ, ଏଗ୍ରିକଲ୍‌ଚର୍‌ ଇକୋନୋମିକ୍ସ, ଆନିମଲ୍‌ ସାଇନ୍ସ, ସଏଲ୍‌ ସାଇନ୍ସ ଆଣ୍ଡ ଏଗ୍ରିକଲ୍‌ଚର୍‌ କେମେଷ୍ଟ୍ରୀ, ପ୍ଲାଣ୍ଟ ବ୍ରିଟିଂ ଆଣ୍ଡ ଜେନେଟିକ୍ସ

ଯୋଗ୍ୟତା:

  • ଆସିଷ୍ଟାଣ୍ଟ ପ୍ରଫେସର- ନିଜ ବିଷୟରେ ଏମ୍‌ଏସ୍‌ସି କରିଥିବେ। ଏନ୍‌ଇଟି କିନ୍ବା ପିଏଚ୍‌ଡି ଲାଭ କରିଥିବା ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ ଦିଆଯିବ।
  • ଆସୋସିଏଟ୍‌ ପ୍ରଫେସର୍‌/ ପ୍ରଫେସର୍‌- ଏମ୍‌ଏସ୍‌ସି ସହ ପିଏଚ୍‌ଡି ଡିଗ୍ରୀ ଆବଶ୍ୟକ। ଅତିକମ୍‌ରେ ୫ରୁ ୧୦ ବର୍ଷ ପାଠ ପଢ଼ାଇଥିବେ।
  • ଉପରୋକ୍ତ ବିଷୟଗୁଡ଼ିକରେ ପାଠ ପଢ଼ାଇଥିବା ଆବସରପ୍ରାପ୍ତ କର୍ମଚାରୀମାନେ ମଧ୍ୟ ଆବେଦନ କରିପାରିବେ।

ଇ ମେଲ୍– ୭ ଦିନ ମଧ୍ୟରେ hr@giet.edu କୁ ବାୟୋଡାଟା, ଫଟୋକପି ଏବଂ ସାର୍ଟିଫିକେଟ୍‌ ପଠାଇଦେବେ। ଏହି ବିଜ୍ଞପ୍ତି ମାର୍ଚ୍ଚ ୯ରେ ପ୍ରକାଶ ପାଇଛି।

ଯୋଗାଯୋଗ ପାଇଁ-

  • ଫୋନ୍‌ ନମ୍ବର- 7978190906, 9437338494, 8895771451
  • ଓ୍ଵେବ୍‌ସାଇଟ୍‌- www.giet.edu

source – www.chakiri.plus

Comment