ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ଵର କେନ୍ଦ୍ରୀୟ ବିଦ୍ୟାଳୟ ନଂ-୨ରେ ପିଜିଟି, ଟିଜିଟି, ପିଆରିଟି, କମ୍ପ୍ୟୁଟର ଇନ୍‌ଷ୍ଟରକ୍ଟର ଆଦି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ମାର୍ଚ୍ଚ ୨୩ ଓ ୨୪ରେ ଅନୁଷ୍ଠିତ ହେବାକୁ ଯାଉଛି ଓ୍ଵାକ୍‌ ଇନ୍‌ ଇଣ୍ଟରଭ୍ୟୁ।

  • ଏହି ନିଯୁକ୍ତି ୨୦୨୦-୨୧ ବର୍ଷ ପାଇଁ ଚୁକ୍ତିଭିତ୍ତିକ
  • କେଭି ନଂ-୨ ସିଆରପିଏଫ୍‌ ଭୁବନେଶ୍ଵର ଏବଂ କେଭି ନଂ-୫ ଭୁବନେଶ୍ଵରରେ ଏହି ନିଯୁକ୍ତି ଦିଆଯିବ।

ପଦବୀ:

୨୦୨୦ ମାର୍ଚ୍ଚ ୨୩:

  • ପିଜିଟି- କେମେଷ୍ଟ୍ରୀ, ମ୍ୟାଥ, ଇକୋନୋମିକ୍ସ, ଜୋଗ୍ରାଫୀ, ହିଷ୍ଟ୍ରୀ
  • ପିଆରଟି
  • କମ୍ପ୍ୟୁଟର ଇନ୍‌ଷ୍ଟ୍ରକ୍ଟର

୨୦୨୦ ମାର୍ଚ୍ଚ ୨୪

  • ଟିଜିଟି- ଅଇଂରାଜୀ, ମ୍ୟାଥ୍‌, ହିନ୍ଦୀ, ସଂସ୍କୃତ, ସୋସିଆଲ୍‌ ଷ୍ଟଡିଜ୍‌
  • ସ୍ପୋର୍ଟଶ୍‌ କୋଚ୍‌
  • ଡ୍ୟାନ୍ସ କୋଚ୍‌
  • ଯୋଗ ଇନ୍‌ଷ୍ଟ୍ରକ୍ଟର
  • ଷ୍ଟାଫ୍‌ ନର୍ସ
  • ରିଜିଓନାଲ୍‌ ଲାଙ୍ଗୁଏଜ୍‌ ଟିଚର୍‌
  • ଡାକ୍ତର
  • ପିଆରଟି ମ୍ୟୁଜିକ
  • ଏଜୁକେସନ୍‌ କାଉନ୍‌ସେଲର୍‌

ଇଣ୍ଟରଭ୍ୟୁ ସମୟ– ୨୦୨୦ ମାର୍ଚ୍ଚ ୨୩ ଏବଂ ୨୪ ତାରିଖ ସକାଳ ୮ରୁ ୯ଟା ମଧ୍ୟରେ ରେଜିଷ୍ଟ୍ରେସନ୍ କରିବେ। ଏହାପରେ ଇଣ୍ଟରଭ୍ୟୁ ନିଆଯିବ।

ଠିକଣା– କେନ୍ଦ୍ରୀୟ ବିଦ୍ୟାଳୟ ନଂ-୨, ସିଆର୍‌ପିଏଫ୍‌ କ୍ୟାମ୍ପସ୍‌, ଭୁବନେଶ୍ଵର, ପିନ୍‌ କୋଡ୍‌- ୭୫୧୦୧୧

Source: https://www.chakiri.plus/

Comment