ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ଵର ବାସୁଆଘାଇସ୍ଥିତ ଡି.ଏମ୍‌ ପବ୍ଲିକ୍‌ ସ୍କୁଲ୍‌ରେ ବିଭିନ୍ନ ପଦବୀରେ ନିଯୁକ୍ତି ସୁଯୋଗ। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ କରିପାରିବେ।

ଟିଜିଟି: (ମ୍ୟାଥେମାଟିକ୍ସ, ସାଇନ୍ସ-ପିସିଏମ୍‌, ଇଲିଂସ୍‌)

ଶିକ୍ଷାଗତ ଯୋଗ୍ୟତା– ନିଜ ବିଷୟରେ ସ୍ନାତକ କରିବା ସହ ବି.ଏଡ୍‌ ଡିଗ୍ରୀ ଏବଂ ସିବିଏସ୍‌ସି ସ୍କୁଲରେ ପାଠ ପଢ଼ାଇଥିବେ।

ପିଆର୍‌ଟି: (ହିନ୍ଦୀ, ଓଡ଼ିଆ, ଇଂଲିସ୍‌, ସାଇନ୍ସ, ସୋସିଆଲ୍‌ ସାଇନ୍ସ, କମ୍ପ୍ୟୁଟର ସାଇନ୍ସ, ଫିଜିକାଲ ଏଜୁକେସନ୍‌)

ଶିକ୍ଷାଗତ ଯୋଗ୍ୟତା– ସ୍ନାତକ ସହ ବି.ଇଡ୍‌ ଡିଗ୍ରୀ ଏବଂ ସିବିଏସ୍‌ସି ସ୍କୁଲରେ ପଢ଼ିଥିବେ।

ଆକାଉନ୍‌ଟାଣ୍ଟ:

ଶିକ୍ଷାଗତ ଯୋଗ୍ୟତା– କମର୍ସରେ ସ୍ନାତକ ଡିଗ୍ରୀ ସହ ଟାଲିରେ ଜ୍ଞାନ ଥିବା ଆବଶ୍ୟକ।

ଆବେଦନ ପ୍ରକ୍ରିୟା:

ଆବେଦନକାରୀମାନେ ନିଜର ବାୟୋଡାଟାକୁ ବିଜ୍ଞପ୍ତି ପ୍ରକାଶ ପାଇବାର ୧୦ ଦିନ ମଧ୍ୟରେ dmpublicschool@yahoo.inକୁ ପଠାଇବାକୁ ବିଜ୍ଞପ୍ତିରେ ଫେବ୍ରୁଆରି ୧୦ ରେ ପ୍ରକାଶ ପାଇଥିବା ଏହି ବିଜ୍ଞପ୍ତିରେ କୁହାଯାଇଛି।

ଫୋନ୍‌ ନମ୍ବର- 8280085286, 9384604402

Comment