ଓଡ଼ିଶାଲାଇଭ୍ ବ୍ୟୁରୋ

ଇଣ୍ଡିଆନ୍‌ କାଉନସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌) ଅଧୀନରେ ବିଭିନ୍ନ ଅନୁଷ୍ଠାନଗୁଡ଼ିକରେ ନିର୍ଦ୍ଦେଶକ ପଦବୀରେ ସମୁଦାୟ ୩ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

  • ଏନେଇ ଆଗ୍ରହୀ ପ୍ରାର୍ଥୀମାନେ ଆସନ୍ତା ଏପ୍ରିଲ୍‌ ୧୪ ତାରିଖ ସୁଦ୍ଧା ଆବେଦନ କରିପାରିବେ
  • ଏହି ନିଯୁକ୍ତି ୫ ବର୍ଷ ପାଇଁ ଚୁକ୍ତିଭିତ୍ତିକ

ନିଯୁକ୍ତି ସ୍ଥାନ (ଅନୁଷ୍ଠାନ):  

  • ନାସ୍‌ନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପାଥୋଲୋଜୀ, ନୂଆଦିଲ୍ଲୀ
  • ରାଷ୍ଟ୍ରୀୟ ଅଣ ସଂକ୍ରମଣ ରୋଗ କାର୍ଯ୍ୟାନ୍ଵୟନ ଗବେଷଣା ଅନୁଷ୍ଠାନ, ଯୋଧପୁର
  • ରାଷ୍ଟ୍ରୀୟ ଯକ୍ଷ୍ମା ଗବେଷଣା ଅନୁଷ୍ଠାନ, ଚେନ୍ନାଇ

ଯୋଗ୍ୟତା:

ଏମ୍‌ଡି/ଏମ୍‌ଏସ୍‌/ଡିଏନ୍‌ବି କିମ୍ବା ସମକକ୍ଷକ ଡିଗ୍ରୀ ହାସଲ କରିଥିବେ।

ବୟସ ସୀମା– ୫୮ ବର୍ଷରୁ କମ୍‌

ଇଣ୍ଟରଭ୍ୟୁ ସମୟ– ୨୦୨୦ ଏପ୍ରିଲ୍‌ ୨୦

ଏହି ବିଜ୍ଞପ୍ତି ମାର୍ଚ୍ଚ ୩ରେ ପ୍ରକାଶ ପାଇଛି। ଏହି ନିଯୁକ୍ତି ସମ୍ବନ୍ଧୀୟ ଅଧିକ ସୂଚନା www.icmr.nic.in ଓ୍ଵେବ୍‌ସାଇଟ୍‌ରେ ପାଇପାରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

source – www.chakiri.plus

Comment