ଓଡ଼ିଶାଲାଇଭ୍ ବ୍ୟୁରୋ

ଯାଜପୁର ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକରେ ଷ୍ଟାଫ୍ ନର୍ସ, ଫାର୍ମାସିଷ୍ଟ, ଲ୍ୟାବ୍ ଟେକ୍ନିସିଆନ, ଏମ୍.ପି.ଏଚ୍.ଡବ୍ଲୁ ଆଦି ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆଗ୍ରହୀ ପ୍ରାର୍ଥୀମାନେ ଆସନ୍ତା ଏପ୍ରିଲ୍ ୩ ଯାଏଁ ଆବେଦନ କରିପାରିବେ।

  • କୋଭିଡ୍-୧୯ର ମୁକାବିଲା ପାଇଁ ଏହି ନିଯୁକ୍ତି ଦିଆଯାଉଛି।
  • ଏହି ନିଯୁକ୍ତି ୩ ମାସ ପାଇଁ ଚୁକ୍ତିଭିତ୍ତକ।

ପଦବୀ– ଷ୍ଟାଫ୍ ନର୍ସ, ଫାର୍ମାସିଷ୍ଟ, ଲ୍ୟାବ୍ ଟେକ୍ନିସିଆନ, ରେଡିଓଗ୍ରାଫର, ଏମ୍.ପି.ଏଚ୍.ଡବ୍ଲୁ (ମହିଳା ଓ ପୁରୁଷ)

ଯୋଗ୍ୟତା– AICTE ଦ୍ୱାରା ସ୍ୱୀକୃତିପ୍ରାପ୍ତ ସଂସ୍ଥାରୁ ପାସ୍ କରିଥିବେ।

A group of doctors talking about corona virus on conference.

ବୟସ– ୨୧ରୁ ୬୭ ବର୍ଷ

ଆବେଦନ ପ୍ରକ୍ରିୟା– ପ୍ରାର୍ଥୀମାନେ ଏପ୍ରିଲ୍ ୩ ସଂଧ୍ୟା ୫ଟା ସୁଦ୍ଧା ଇ-ମେଲ୍ ଜରିଆରେ ଆବେଦନ କରିପାରିବେ।

ଇ-ମେଲ୍:

email to apply-jajpur

ନିଯୁକ୍ତି ସମ୍ବନ୍ଧୀୟ ଆବେଦନ ପ୍ରକ୍ରିୟା ଓ ଅଧିକ ତଥ୍ୟ ପାଇଁ jajpur.nic.inରେ ଲଗ୍ଇନ୍ କରନ୍ତୁ।

source – www.chakiri.plus

Comment