ଓଡ଼ିଶାଲାଇଭ୍ ବ୍ୟୁରୋ 

NLC ଇଣ୍ଡିଆ ଲିମିଟେଡରେ ଆସିଷ୍ଟାଣ୍ଟ ମ୍ୟାନେଜର (ସର୍ଭେ) ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ମେ’ ୭ ତାରିଖ ଯାଏଁ ଆବେଦନ କରିପାରିବେ।

ଯୋଗ୍ୟତା– ମାଇନିଂ ବା ମାଇନ ସର୍ଭେରେ ଡିପ୍ଲୋମା କରିଥିବେ। CMR ୨୦୧୭ ଅଧୀନରେ ସାର୍ଟିଫିକେଟ ଅଫ୍ କମ୍ପିଟେନ୍ସି ହାସଲ କରିଥିବେ। ମାଇନ ସର୍ଭେ ଏବଂ ଲାଭେଲିଂ ବିଭାଗରେ ସଂପୃକ୍ତ ପଦବୀରେ ଅତିକମରେ ୫ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।

ଦରମା ୪୦,୦୦୦ ରୁ ୧,୪୦,୦୦୦ ଟଙ୍କା

ପଦବୀ ସଂଖ୍ୟା- ୧୫ଟି ପଦବୀ

ବୟସ– ୩୦ ବର୍ଷ (ଓବିସି-୩୩, ଏସସି- ୩୫, ଏସଟି- ୩୫)

ଆବେଦନ ପ୍ରକ୍ରିୟା– ପ୍ରାର୍ଥୀମାନେ nlc ଇଣ୍ଡିଆର ଓ୍ଵେବାସାଇଟକୁ ଯାଇ ଅନଲାଇନ ଆବେଦନ କରିପାରିବେ।

ଆବେଦନ ଶୁଳ୍କ:

  • ଏସସି/ଏସଟି/ଭିନ୍ନକ୍ଷମ/ଏକ୍ସ-ସର୍ଭିସମ୍ୟାନ- ୩୫୪ ଟଙ୍କା
  • ଅନ୍ୟ ସମସ୍ତ ବର୍ଗ- ୮୫୪ ଟଙ୍କା

ଅଧିକ ସୂଚନା ପାଇଁ nlcindia.comରେ କ୍ଲିକ୍ କରନ୍ତୁ।

source:www.chakiri.plus

Comment