ଓଡ଼ିଶାଲାଇଭ୍ ବ୍ୟୁରୋbitroot for skin

ସୁନ୍ଦର ଦେଖାଯିବାକୁ ସବୁ ଝିଅଙ୍କର ଇଚ୍ଛା। ଏଥିପାଇଁ ସାଧାରଣତଃ ଝଅମାନେ ବିଭିନ୍ନ ପ୍ରକାରର କ୍ରିମ ଲଗାଇଥାନ୍ତିା ଭିନ୍ନ ପ୍ରକାର ବ୍ୟୁଟି ପ୍ରଡକ୍ଟସ ବ୍ୟବହାର କରିଥାନ୍ତିା ଏହି ସବୁ ପ୍ରଡକ୍ଟ କିଛି ସମୟ ପାଇଁ ସୁନ୍ଦର କରିଥାଏା ହେଲେ ଏହାର ଅଧିକ ବ୍ୟବହାର ସ୍କିନକୁ ଖରାପ କରିଦେଇଥାଏା ସେଥିପାଇଁ ଘରୋଇ ଉପାୟରେ ନିଜକୁ ସୁନ୍ଦର କରିବା ସବୁଠୁ ଭଲ ହୋଇଥାଏା ସେହି ଘରୋଇ ଉପାୟ ମଧ୍ୟରୁ ବିଟ ରସ୍‌ ଗୋଟିଏ।

ଓଠକୁ ସୁନ୍ଦର କରିବା ପାଇଁ ଆପଣ ବିଟର ବ୍ୟବହାର କରିପାରିବୋ ପ୍ରାକୃତିକ ଉପାୟରେ ଓଠକୁ ଗୋଲିପି କରିବା ପାଇଁ ଏହା ସବୁଠୁ ଭଲ ଉପାୟା

ବିଟକୁ ଖରାରେ ସୁଖାଇ ଗୁଣ୍ଡ କରି ସେହି ଗୁଣ୍ଡକୁ ବାଦାମ ତେଲରେ ନିୟମିତ ଓଠରେ ଲଗେଇ ପାରିବେ।

ବିଟ କେଶ ଘନ କରିବାରେ ସହାୟକ। ସ୍କିନ ପାଇଁ ଆପଣ ଯାହାବି କ୍ରମି ବ୍ୟବହାର କରୁଛନ୍ତି ସେଥିରେ ଆପଣ ବିଟ ରସ ମିଶାଇ ପାରିବେ।

ଏହି ମିଶ୍ରଣକୁ ମୁହଁରେ ଲଗାଇବାର କିଛି ସମୟ ପରେ ଥଣ୍ଡା ପାଣିରେ ଧୋଇଦେବେ।

ଡାର୍କ ସର୍କଲ ସମସ୍ୟାରୁ ବି ବିଟ୍ ମୁକ୍ତି ଦେଇପାରିବା, ଗୋଟିଏ ଚାମଚ ବିଟ ରସରେ ୪/୫ ବୁନ୍ଦା ବାଦାମ ତେଲ ମିଶାଇ ଆଖି ତଳେ ଲଗାନ୍ତୁ ଫରକ ଜାଣିପାରିବୋ

ମୁହଁରୁ ଦାଗ ହଟାଇବାରେ ବିଟ ସହାୟକ ହୋଇଥାଏା ମୁଲତାନି ମାଟିରେ ଆପଣ ବିଟ ରସ ମିଶାଇ ମୁହଁରେ ଲଗାଇ ପାରିବୋ

Comment