ଓଡ଼ିଶାଲାଇଭ୍ ବ୍ୟୁରୋ

ojee exam

କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଜେଇଇ ପରୀକ୍ଷା ପାଇଁ ୫ଟି ନୂଆ ସହରକୁ ପରୀକ୍ଷା କେନ୍ଦ୍ର ଭାବେ ସାମିଲ୍ କରାଯାଇଛି। ଏହି ସହରଗୁଡ଼ିକ ହେଲା ଅନୁଗୁଳ, ବାରିପଦା, ବରଗଡ଼, ଜୟପୁର ଏବଂ କେନ୍ଦୁଝର। ଏନେଇ ଓଜେଇଇର ଅଧ୍ୟକ୍ଷ ସୂଚନା ଜାରି କରିଛନ୍ତି।

CGU new

ଓଜେଇଇ ପରୀକ୍ଷା ପାଇଁ ଆବେଦନର ଶେଷ ତାରିଖ ରହିଛି ଜୁଲାଇ ୩୧। ତେବେ ଜୁଲାଇ ୩୧ ଯାଏଁ ପ୍ରାର୍ଥୀମାନେ ନିଜ ଇଚ୍ଛା ଅନୁସାରେ ପରୀକ୍ଷା କେନ୍ଦ୍ର ଚୟନ କରିପାରିବେ। ଏହା ସହ ଆବେଦନ ଶୁଳ୍କ ଦାଖଲ କରିବାର ଶେଷ ତାରିଖ ଅଗଷ୍ଟ ୫ ରହିଛି।

LEAVE A REPLY

Please enter your comment!
Please enter your name here