ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ବନ୍ୟାର ସ୍ଥିତି ନେଇ ଜାଣନ୍ତୁ ପ୍ରତି ତିନି ଘଣ୍ଟାରେ ତାଜା ଅପଡେଟ୍।
- ସମୁଦ୍ର ଜୁଆର ବନ୍ୟାଜଳକୁ ଠେଲିରଖୁଛି
- ଜୁଆରିଆ ପାଇଁ ସମୁଦ୍ରରେ ମିଶିପାରୁନି ବନ୍ୟାଜଳ
- ପୂର୍ଣ୍ଣିମା ପରେ ବନ୍ୟା ସ୍ଥିତିରେ ଆସିପାରେ ସୁଧାର
- ବନ୍ୟାସ୍ଥିତି ସୁଧୁରିବାକୁ ଆଉ ୩ ଦିନ ଲାଗିବ
- ହୀରାକୁଦର ଆଉ ୪ଟି ଗେଟ୍ ବନ୍ଦ
- ଏବେ ୨୪ଟି ଗେଟ୍ ଦେଇ ହେଉଛି ଜଳ ନିଷ୍କାସନ
- ଡ୍ୟାମ୍ର ଜଳଧାରଣ କ୍ଷମତା ୬୩୦ ଫୁଟ୍
- ବର୍ତ୍ତମାନ ଜଳସ୍ତର ରହିଛି ୬୨୫.୭୯ ଫୁଟ୍
- ଡ୍ୟାମ୍କୁ ପଶୁଛି ୩ ଲକ୍ଷ ୫୯ ହଜାର କ୍ୟୁସେକ୍ ଜଳ
- ନିଷ୍କାସନ ହେଉଛି ୪ ଲକ୍ଷ କ୍ୟୁସେକ୍ ଜଳ
- ମୁଣ୍ଡଳିରେ ପ୍ରବାହିତ ହେଉଛି ବର୍ତ୍ତମାନ୯ ଲକ୍ଷ ୮୦ ହଜାର କ୍ୟୁସେକ୍ ଜଳ
- ବ୍ରାହ୍ମଣୀ ବୈତରଣୀରେ ଜଳସ୍ତର କମିଛି