ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ବନ୍ୟାର ସ୍ଥିତି ନେଇ ଜାଣନ୍ତୁ ପ୍ରତି ତିନି ଘଣ୍ଟାରେ ତାଜା ଅପଡେଟ୍

  • ସମୁଦ୍ର ଜୁଆର ବନ୍ୟାଜଳକୁ ଠେଲିରଖୁଛି
  • ଜୁଆରିଆ ପାଇଁ ସମୁଦ୍ରରେ ମିଶିପାରୁନି ବନ୍ୟାଜଳ
  • ପୂର୍ଣ୍ଣିମା ପରେ ବନ୍ୟା ସ୍ଥିତିରେ ଆସିପାରେ ସୁଧାର
  • ବନ୍ୟାସ୍ଥିତି ସୁଧୁରିବାକୁ ଆଉ ୩ ଦିନ ଲାଗିବ

BGU

  • ହୀରାକୁଦର ଆଉ ୪ଟି ଗେଟ୍ ବନ୍ଦ
  • ଏବେ ୨୪ଟି ଗେଟ୍ ଦେଇ ହେଉଛି ଜଳ ନିଷ୍କାସନ
  • ଡ୍ୟାମ୍‌ର ଜଳଧାରଣ କ୍ଷମତା ୬୩୦ ଫୁଟ୍
  • ବର୍ତ୍ତମାନ ଜଳସ୍ତର ରହିଛି ୬୨୫.୭୯ ଫୁଟ୍
  • ଡ୍ୟାମ୍‌କୁ ପଶୁଛି ୩ ଲକ୍ଷ ୫୯ ହଜାର କ୍ୟୁସେକ୍ ଜଳ
  • ନିଷ୍କାସନ ହେଉଛି ୪ ଲକ୍ଷ କ୍ୟୁସେକ୍ ଜଳ
  • ମୁଣ୍ଡଳିରେ ପ୍ରବାହିତ ହେଉଛି ବର୍ତ୍ତମାନ୯ ଲକ୍ଷ ୮୦ ହଜାର କ୍ୟୁସେକ୍ ଜଳ
  • ବ୍ରାହ୍ମଣୀ ବୈତରଣୀରେ ଜଳସ୍ତର କମିଛି

Comment