ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୦ ବର୍ଷ ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା ହୋଇଛି। ଚଳିତ ବର୍ଷ ‘ଦ ଓ୍ଵାର୍ଲ୍ଡ ଫୁଡ କମିଟି’କୁ ଏହି ସମ୍ମାନଜନକ ପୁରସ୍କାର ଦିଆଯିବାକୁ ନରଓ୍ଵେନ ନୋବେଲ କମିଟି ପକ୍ଷରୁ ଘୋଷଣା କରାଯାଇଛି।

କ୍ଷୁଧା ବିରୋଧରେ ଲଢ଼େଇ ଏବଂ କ୍ଷୁଧାମୁକ୍ତି ପାଇଁ ଦ ଓ୍ଵାର୍ଲ୍ଡ ଫୁଡ ପ୍ରୋଗ୍ରାମକୁ ଚଳିତ ବର୍ଷ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନିତ କରାଯାଇଛି।

ଜାତିସଂଘର ସବୁଠୁ ସ୍ଵତନ୍ତ୍ର ଖାଦ୍ୟ ଯୋଗାଣକାରୀ ଏଜେନ୍ସି ଭାବେ ଦ ଓ୍ଵାର୍ଲ୍ଡ ଫୁଡ ପ୍ରୋଗ୍ରାମର ପ୍ରସିଦ୍ଧି ରହିଛି।

Comment