ଓଡ଼ିଶାଲାଇଭ୍ ବ୍ୟୁରୋ
ରାଉରକେଲାର ESIC ମଡେଲ ହସ୍ପିଟାଲରେ ବିଭିନ୍ନ ବିଭାଗରେ ଡାକ୍ତର ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ଡିସେମ୍ଵର ୧୮ ତାରିଖ ପୂର୍ବରୁ ଆବେଦନ କରିପାରିବେ।
ପଦବୀ ନାମ ଏବଂ ସଂଖ୍ୟା
- ଛାତିରୋଗ ବିଶେଷଜ୍ଞ – ୧ଟି
- ଚର୍ମରୋଗ ବିଶେଷଜ୍ଞ – ୧ଟି
- ଅସ୍ଥିଶଲ୍ୟରୋଗ ବିଶେଷଜ୍ଞ – ୧ଟି
- ଶିଶୁରୋଗ ବିଶେଷଜ୍ଞ – ୧ଟି
- ରୋଡିଓଲୋଜି ବିଶେଷଜ୍ଞ – ୧ଟି
- ମୋଟ୍ – ୫ଟି
ଆବେଦନ ପାଇଁ ବୟସ ସୀମା – ସର୍ବାଧିକ ୬୬ ବର୍ଷ
ବେତନ – ୬୦,୦୦୦ ଟଙ୍କା (ମାସିକ)
ଯୋଗ୍ୟତା
- ଯେକୌଣସି ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନରୁ ୩ ବର୍ଷର ଅନୁଭୂତି ସହ ଏମ୍ବିବିଏସ୍ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।
କିମ୍ଵା
- ଯେକୌଣସି ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନରୁ ୫ ବର୍ଷର ଅନୁଭୂତି ସହ ପିଜି ଡିପ୍ଲୋମା ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।
ଆବେଦନ ପାଇଁ ଶେଷ ତାରିଖ – ୧୮ ଡିସେମ୍ଵର ୨୦୨୦
ଇଣ୍ଟରଭ୍ୟୁ ତାରିଖ ଏବଂ ସମୟ – ୨୨ ଡିସେମ୍ଵର ୨୦୨୦, ସକାଳ ୧୦ଟା