ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ବିଦ୍ୟୁତ୍ ଶକ୍ତି ସଂଚାରଣ ନିଗମ (OPTCL) ଅଧୀନରେ ବିଭିନ୍ନ ଟେକ୍ନିସିଆନ ପଦବୀ ନିମନ୍ତେ ଚାକିରି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ଜାନୁଆରି ୫ ତାରିଖ ସୁଦ୍ଧା ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ।
ପଦବୀ ନାମ ଏବଂ ସଂଖ୍ୟା
- ଗ୍ରାଜୁଏଟ ଆପ୍ରେଣ୍ଟିସ୍ – ୧୧୦ଟି
- ଟେକ୍ନିସିଆନ ଆପ୍ରେଣ୍ଟିସ୍ – ୧୫୨ଟି
ଆବେଦନ ନିମନ୍ତେ ଆବଶ୍ୟକୀୟ ଯୋଗ୍ୟତା
- ଇଞ୍ଜିନିୟରିଂ କିମ୍ଵା ଟେକ୍ନୋଲୋଜିରେ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।
ବେତନ ହାର
- ଗ୍ରାଜୁଏଟ ଆପ୍ରେଣ୍ଟିସ୍ – ୯,୦୦୦ ଟଙ୍କା (ମାସିକ)
- ଟେକ୍ନିସିଆନ ଆପ୍ରେଣ୍ଟିସ୍ – ୮,୦୦୦ ଟଙ୍କା (ମାସିକ)
ଆବେଦନ ପାଇଁ ଶେଷ ତାରିଖ – ୫ ଜାନୁଆରି, ୨୦୨୦














