ଓଡ଼ିଶାଲାଇଭ୍ ବ୍ୟୁରୋ
ଷ୍ଟେଟ୍ ସିଲେକ୍ସନ ବୋର୍ଡ ଅଧୀନରେ ରାଜ୍ୟର ଅଣ ସରକାରୀ ସହାୟକ କଲେଜଗୁଡ଼ିକର ଲେକ୍ଚର ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଆଶାୟୀ ଥିବା ପ୍ରାର୍ଥୀମାନେ ଅନଲାଇନ ଆପ୍ଲିକେସନ ଜରିଆରେ ଆବେଦନ କରିପାରିବେ।
- ଆବେଦନ ଆରମ୍ଭ – ୨୨.୦୩.୨୦୨୧
- ଆବେଦନ ଶେଷ – ୨୧.୦୪.୨୦୨୧ (ମଧ୍ୟରାତ୍ର)
ପଦବୀ ନାମ ଏବଂ ସଂଖ୍ୟା
- ଆନ୍ଥ୍ରୋପୋଲୋଜି – ୧୧ଟି
- ବଟାନୀ – ୪୯ଟି
- କେମେଷ୍ଟ୍ରି – ୬୦ଟି
- କମର୍ସ – ୧୩୪ଟି
- ଇକୋନୋମିକ୍ସ – ୭୮ଟି
- ଏଜୁକେସନ – ୫୧ଟି
- ଇଂଲିସ୍ – ୧୫୯ଟି
- ହୋମ୍ ସାଇନ୍ସ – ୧୩ଟି
- ଆଇଆର୍ପିଏମ୍ – ୩ଟି
- ଲଜିକ ଆଣ୍ଡ୍ ଫିଲୋସୋପି – ୭୩ଟି
- ମ୍ୟାଥ୍ମେଟିକ୍ସ – ୪୨ଟି
- ଫିଜିକ୍ସ – ୪୨ଟି
- ପଲିଟିକାଲ ସାଇନ୍ସ – ୧୩୫ଟି
- ସାଇକୋଲୋଜି – ୨୪ଟି
- ସଂସ୍କୃତ – ୨୦ଟି
- ସୋସିଓଲୋଜି – ୧୫ଟି
- ଷ୍ଟାଟିଟିକ୍ସ – ୨ଟି
- ଜୁଲୋଜି – ୬୧ଟି
- ମୋଟ୍ – ୯୭୨
ଆବେଦନ ପାଇଁ ବୟସ ସୀମା
- ସର୍ବନିମ୍ନ ବୟସ – ୨୧ ବର୍ଷ
- ସର୍ବାଧିକ ବୟସ – ୪୨ ବର୍ଷ
ଯୋଗ୍ୟତା – କୌଣସି ଏକ ସ୍ଵୀକୃତିପ୍ରାପ୍ତ ବିଶ୍ଵବିଦ୍ୟାଳୟରୁ ସଂପୃକ୍ତ ବିଷୟରେ ସର୍ବନିମ୍ନ ୫୫ ପ୍ରତିଶତ ଗ୍ରେଡ୍ ସହ ମାଷ୍ଟର ଡିଗ୍ରୀ ହାସଲ କରିଥିବେ।
ବେତନ ହାର – ୪୪,୯୦୦ ଟଙ୍କାରୁ ୧,୪୨,୪୦୦ ଟଙ୍କା (ମାସିକ)
ଆବେଦନ ଫି – ୫୦୦ ଟଙ୍କା