ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଲୋକସେବା ଆୟୋଗ ଅଧୀନରେ ସହକାରୀ ମୃତିକା ସଂରକ୍ଷଣ ଅଧିକାରୀ ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ଅନଲାଇନ ଜରିଆରେ ଆବେଦନ କରିପାରିବେ।
- ଆବେଦନ ଆରମ୍ଭ – ୨୩.୦୪.୨୦୨୧
- ଆବେଦନ ଶେଷ – ୨୪.୦୫.୨୦୨୧
ପଦବୀ ନାମ – ସହକାରୀ ମୃତିକା ସଂରକ୍ଷଣ ଅଧିକାରୀ
ପଦବୀ ସଂଖ୍ୟା – ୯୨ଟି
ଆବେଦନ ପାଇଁ ବୟସ ସୀମା
- ସର୍ବାଧିକ – ୨୧ ବର୍ଷ
- ସର୍ବନିମ୍ନ – ୩୨ ବର୍ଷ
ଆବେଦନ ଫି – ୫୦୦ ଟଙ୍କା
ଶିକ୍ଷାଗତ ଯୋଗ୍ୟତା
- ଆବେଦନ କରୁଥିବା ପ୍ରାର୍ଥୀଜଣକ ଏଗ୍ରିକଲଚର୍ / ହର୍ଟିକଲଚର୍ / ଏଗ୍ରିକଲଚର୍ ଇଞ୍ଜିନିୟରିଂ କିମ୍ଵା ଫରେଷ୍ଟ୍ରିରେ ବ୍ୟାଚେଲର ସାଇନ୍ସ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।