ଓଡ଼ିଶାଲାଇଭ୍ ବ୍ୟୁରୋ
ରୁଷ-ୟୁକ୍ରେନ ପଞ୍ଚମ ଦିନର ଯୁଦ୍ଧ ଜାରି ରହିଛି। ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ସୁରକ୍ଷିତ ଦେଶକୁ ଫେରାଇ ଆଣିବାକୁ ଭାରତ ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି। ଅପରେସନ ଗଙ୍ଗା ଅନ୍ତର୍ଗତ ଆଉ ୨୪୦ ଭାରତୀୟ ଛାତ୍ରଛାତ୍ରୀ ଦେଶକୁ ଫେରିଛନ୍ତି।
- ନିଜ ନାଗରିକଙ୍କୁ ତୁରନ୍ତ ରୁଷ ଛାଡ଼ିବାକୁ କହିଲା ଆମେରିକା
- ଜେନେଭା ଗସ୍ତ ରଦ୍ଦ କଲେ ରୁଷ ବୈଦେଶୀକ ମନ୍ତ୍ରୀ
- ୟୁକ୍ରେନ ସ୍ଥିତିକୁ ନେଇ ଶୀଘ୍ର ବୈଠକ ଡାକିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ୩୬ଟି ଦେଶର ବିମାନ ଉପରେ ରୋକ ଲଗାଇଲା ରୁଷ
- ସୋମବାର ୟୁକ୍ରେନରୁ ଦିଲ୍ଲୀରେ ପହଞ୍ଚିଲେ ଆଉ ୨୪୦ ଛାତ୍ରଛାତ୍ରୀ
- ବର୍ତ୍ତମାନ ପର୍ଯ୍ୟନ୍ତ ୟୁକ୍ରେନ ଛାଡ଼ିଲେଣି ୮ ହଜାର ଭାରତୀୟ – ଭାରତୀୟ ବୈଦେଶିକ ମନ୍ତ୍ରାଳୟ
- ପଶ୍ଚିମ ୟୁକ୍ରେନ ପଟେ ଯିବାକୁ ଭରାତୀୟ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲା ୟୁକ୍ରେନ
- ୟୁକ୍ରେନ ନିୟନ୍ତ୍ରଣରେ ରାଜଧାନୀ କ୍ଵିଭ
- ୟୁକ୍ରେନ ରାଜଧାନୀ କ୍ଵିଭରୁ କବ୍ଜାକୁ ନେବାରେ ବିଫଳ ହେଲା ରୁଷ
- ୟୁକ୍ରେନ ଏୟାରସ୍ପେିଟ ଆମ କବ୍ଜାରେ – ରୁଷ ପ୍ରତିରକ୍ଷା ମନ୍ତ୍ରାଳୟ
- ପୁଟିନ ହେଉଛନ୍ତି ଏକବିଂଶ ଶତାବ୍ଦୀର ହିଟଲର କହିଲେ ୟୁକ୍ରେନ ବୈଦେଶୀକ ମନ୍ତ୍ରୀ
- ରୁଷ-ୟୁକ୍ରେନ ମଧ୍ୟରେ ଆଲୋଚନା ଆରମ୍ଭ
- ବେଲାରୁଷରେ ହେବ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଆଲୋଚନା
- ୟୁକ୍ରେନ ରାଜଧାନୀ କ୍ଵିଭରୁ ହଟିଲା ସପ୍ତାହାନ୍ତ କର୍ଫ୍ୟୁ
- ୟୁକ୍ରେନରେ ଫସି ଥିବା ଭାରତୀୟଙ୍କୁ ଉଦ୍ଧାର କରିବ ସ୍ପାଇସଜେଟ
- ଜିଟୋମିର ଏୟାରପୋର୍ଟ ଉପରେ ରୁଷର ମିଶାଇଲ ମାଡ଼
- ୟୁକ୍ରେନର ସେହିନି ଗ୍ରାମରୁ ବାହାରୁଛନ୍ତି ଭାରତୀୟ
- ୟୁକ୍ରେନକୁ ସହାୟତା କରିବାକୁ ପହଞ୍ଚିଲା ଆମେରିକା
- ୟୁକ୍ରେନକୁ ରୁଷର ଖୋଲା ଚ୍ୟାଲେଞ୍ଜ: ‘ଏଥର ଆଣବିକ ଅସ୍ତ୍ର ଆକ୍ରମଣ ପାଇଁ ପ୍ରସ୍ତୁତ ରୁହ’
- ରୁଷ ସହ ଶାନ୍ତି ବାର୍ତ୍ତା ପାଇଁ ଇସ୍ରାଏଲର ପ୍ରସ୍ତାବ, ବେଲାରୁଷ ସୀମାରେ ଦୁଇ ଦେଶ ମଧ୍ୟରେ ସୋମବାର ହୋଇପାରେ ଆଲୋଚନା
- ୟୁକ୍ରେନ୍ ସଙ୍କଟକୁ ନେଇ ଜାତିସଂଘ ସୁରକ୍ଷା ପରିଷଦର ସ୍ୱତନ୍ତ୍ର ସଭା, ମତଦାନରୁ ଦୂରେଇ ରହିଲେ ଭାରତ ଓ ଚୀନ
- ୟୁକ୍ରେନରେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ସେନା ମାଡ଼ ମାରୁଥିବା ଅଭିଯୋଗ, ଭାଇରାଲ ହେଉଛି ଭିଡିଓ
- ଯୁଦ୍ଧ ମଧ୍ୟରେ ବଡ଼ ବୟାନ ଦେଲେ ୟୁକ୍ରେନ ରାଷ୍ଟ୍ରପତି, କହିଲେ “ରୁଷ ମତେ ହତ୍ୟା କରିବା ପାଇଁ ଭଡ଼ାଟିଆ ଗୁଣ୍ଡା ପଠାଇଛି”
- ୟୁକ୍ରେନ ସଙ୍କଟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୪ର୍ଥ ଉଚ୍ଚସ୍ତରୀୟ ବୈଠକ
- ୟୁକ୍ରେନର ପଡ଼ୋଶୀ ଦେଶକୁ ଯିବେ ୪ କେନ୍ଦ୍ରମନ୍ତ୍ରୀ
- ଅପରେସନ୍ ଗଙ୍ଗା ମାଧ୍ୟରେ ଭାରତ ଆସିବେ ଛାତ୍ରଛାତ୍ରୀ
- ୟୁକ୍ରେନ ସଙ୍କଟ ପାଇଁ ଆମେରିକାକୁ ଦାୟୀ କଲା ଉତ୍ତର କୋରିଆ
- ୟୁକ୍ରେନ ସଙ୍କଟ: ଦେଶ ଛାଡ଼ିଲେଣି ୨ ଲକ୍ଷ ୟୁକ୍ରେନ ବାସିନ୍ଦା
- ଯୁଦ୍ଧାରେ ଏଯାଏଁ ରୁଷ ହରାଇଲାଣି ୪,୩୦୦ ସୈନ୍ୟ