ଓଡ଼ିଶାଲାଇଭ୍ ବ୍ୟୁରୋ

ରୁଷ-ୟୁକ୍ରେନ ମଧ୍ୟରେ ଲାଗି ଥିବା ଯୁଦ୍ଧ ଆଜି ଷଷ୍ଠ ଦିନରେ ପହଞ୍ଚିଛି। ୟୁକ୍ରେନ ରାଜଧାନୀ କ୍ଵିଭ ଉପରେ ଲଗାତର ବୋମା ମାଡ଼ କରିଚାଲିଛନ୍ତି ରୁଷ ସେନା। ଖାରକିଭରେ ମଧ୍ୟ ସଂଘର୍ଷ ଜାରି ରହିଛି। ଯୁଦ୍ଧରେ ୭୦ରୁ ଅଧିକ ୟୁକ୍ରେନ ସୈନ୍ୟଙ୍କର ମୃତ୍ୟୁ ହୋଇଛି।

  • ୟୁକ୍ରେନର ମିଲିଟାରି ବେସ ଉଡ଼ାଇଲେ ରୁଷ ସେନା
  • ଯୁଦ୍ଧରେ ୭୦ରୁ ଊର୍ଦ୍ଧ୍ଵ ୟୁକ୍ରେନ ସେନାଙ୍କ ମୃତ୍ୟୁ
  • ୟୁକ୍ରେନକୁ ୭୦ଟି ଫାଇଟର ଜେଟ୍ ଦେବ ୟୁରୋପୀୟନ ୟୁନିଅନ
  • ୟୁକ୍ରେନ-ପୋଲାଣ୍ଡ ବର୍ଡରରେ ଅସହାୟ ଅବସ୍ଥରେ ଅଛନ୍ତି ଭାରତୀୟ ଛାତ୍ରଛାତ୍ରୀ
  • ୟୁକ୍ରେନର ବିଭିନ୍ନ ସହରରେ ଏୟାର ରେଡ ଆଲର୍ଟ
  • ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କଠାରୁ ବ୍ଲାକ ବେଲ୍ଟ ଉପାଧି ଫେରସ୍ତ ନେଲା ଓ୍ବାର୍ଲ୍ଡ ଟାଇକୁଣ୍ଡ
  • ୟୁକ୍ରେନରୁ୧୮୨ ଛାତ୍ରଛାତ୍ରୀଙ୍କୁ ଧରି ଭାରତ ଆସୁଛି ଅପରେସନ ଗଙ୍ଗା ଫ୍ଲାଇଟ
  • ୟୁକ୍ରେନକୁ ଆଣ୍ଟି ଟ୍ୟାଙ୍କ ଅସ୍ତ୍ରଶସ୍ତ୍ର ଦେବ କାନାଡ଼ା
  • ରୁଷ-ବେଲାରୁଷ ଟିମକୁ ସସପେଣ୍ଡ କଲା ଇଣ୍ଟରନ୍ୟାସନାଲ ଆଇସ ହକି

Comment