ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡକ୍ଟର ଶ୍ରୁତି ମହାପାତ୍ର। ଜଣେ ଭିନ୍ନ ପ୍ରତିଭା। ଦିବ୍ୟାଙ୍ଗମାନଙ୍କ ଲାଗି ସ୍ୱର। ପ୍ରେରଣାର ଉତ୍ସ। ଜୀବନର ପ୍ରତିକୂଳ ପରିସ୍ଥିତିରେ ସେ ସଂଘର୍ଷ କରି ଆଜି ସଫଳ। ତାଙ୍କ ଜୀବନର କାହାଣୀ କୌଣସି ସିନେମାର କାହାଣୀଠାରୁ କିଛି କମ୍ ନୁହେଁ। କାରଣ ଗୋଟିଏ ଦୁର୍ଘଟଣା, ତା’ ପରର ଜୀବନ ଥିଲା ଭିନ୍ନ। ସବୁ ବାଧା ବିଘ୍ନକୁ ପାର୍ କରି ଆଜି ସେ ସମସ୍ତଙ୍କ ଲାଗି ଉଦାହରଣ। ତାଙ୍କ ସ୍ୱପ୍ନ, ସଂଘର୍ଷ ଓ ସାଧନାର କାହାଣୀ ଜାଣିବା ପାଇଁ ଦେଖନ୍ତୁ ଭିଡିଓ।

Comment