ଓଡ଼ିଶାଲାଇଭ୍ ବ୍ୟୁରୋ

ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ୧୭ ଦିନରେ ପହଞ୍ଚିଛି। ଲାଗୁ ଥିଲା ଉଭୟ ଦେଶ ମଧ୍ୟରେ ବୁଝାମଣା ହୋଇ ଯୁଦ୍ଧର ସମାପ୍ତି ଘଟିବ। କିନ୍ତୁ ଦୁଇ ଦେଶ ନିଜ ନିଜ ଜିଦ୍‌ରେ ଅଡ଼ି ବସିଛନ୍ତି। ଏବେବି କ୍ଵିଭ ଉପରେ ରୁଷ ସେନାଙ୍କ ଘନଘନ ବୋମା ମାଡ଼ ଜାରି ରହିଛି। ଏଣେ ରୁଷ ସେନାଙ୍କୁ ଘେରିବାକୁ ୟୁକ୍ରେନକୁ ୧୨ ହଜାର ସେନା ପଠାଇଛି ଆମେରିକା।

  • ରୁଷକୁ ଚେତାବନୀ ଦେଲା ଆମେରିକା : ରାସାୟନିକ ଅସ୍ତ୍ର ପ୍ରୟୋଗ କଲେ ପରିଣାମ ଭୟଙ୍କର ହେବ
  • ୟୁକ୍ରେନର ଲଟସ୍କ ସହରରେ ରୁଷ ସେନାଙ୍କ ଆକ୍ରମଣ ଜାରି, ୪ ସେନାଙ୍କ ମୃତ୍ୟୁ
  • ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଉଦ୍ଧାର ହେଲେ ୭,୧୪୪ ରୁଷ ନାଗରିକ
  • ୟୁକ୍ରେନର ରାଜଧାନୀ କ୍ଵିଭରେ ରୁଷ ସେନାଙ୍କ ବୋମା ମାଡ଼ ଜାରି
  • ରୁଷ ଉପରେ କଟକଣା କଡ଼ା କଲା ଆମେରିକା
  • ୟୁକ୍ରେନର ଓଡ଼େଶା ସହରରେ ରୁଷ ସେନାଙ୍କ ଗୁଳି ବର୍ଷା
  • ୟୁକ୍ରେନ ରାଷ୍ଟ୍ରପତି କହିଲେ ରୁଷର ଆକ୍ରମଣକାରୀଙ୍କୁ ଆଇଏସଆଇଏସଆଇ ଆତଙ୍କବାଦୀଙ୍କ ସହ ତୁଳନା କରାଯିବ
  • ୟୁକ୍ରେନ ଉପରେ ରୁଷର ଆକ୍ରମଣ ଘଟଣାକୁ ନେଇ ଇଣ୍ଟରନ୍ୟାସନାଲ କୋର୍ଟରେ ବିରୋଧ କରିବେ ୪୧ ଦେଶ
  • ଶନିବାର ୟୁକ୍ରେନ ଉପରେ ଆକ୍ରମଣ କରିପାରେ ବେଲାରୁଷ

Comment