ଓଡ଼ିଶାଲାଇଭ୍ ବ୍ୟୁରୋ

ଶୁକ୍ରବାର ଗୁଳିଫୁଟି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଗାଙ୍ଗପୁର ଥାନା ଆଇଆଇସିଙ୍କର ମୃତ୍ୟୁ ହୋଇଛି। ମୃତ ଆଇଆଇସି ହେଉଛନ୍ତି ଦେବ କୁମାର ଗମାଙ୍ଗ। ତାଙ୍କର ମୃତ୍ୟୁ ହୋଇଥିବା ନେଇ ଗଞ୍ଜାମ ଏସ୍‌ପି ସୂଚନା ଦେଇଛନ୍ତି।

ଗୁଳି ବାଜି ଗୁରୁତର ହୋଇଥିବା ଦେବ ଗମାଙ୍ଗଙ୍କୁ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଗୁଳି କିପରି ଫୁଟିଲା ବର୍ତ୍ତମାନ ତାହା ଜଣାପଡ଼ି ନାହିଁ।

Tags: #Death #IICDeath #GangapurPSIIC #DevKumarGamanga

Comment