ରୁଚିପୂର୍ଣ୍ଣ ଓଡ଼ିଆ ଖାଦ୍ୟର ନିଆରା ରେଷ୍ଟୁରାଣ୍ଟ ‘ଡାଲମା’। ଏଠାରେ ମିଳେ ଓଡ଼ିଶାର ସ୍ଵତନ୍ତ୍ର ଖାଦ୍ୟ ତଥା ଓଡ଼ିଆ ହାଣ୍ଡିଶାଳର ଭଳିକି ଭଳି ସୁଆଦିଆ ରାନ୍ଧଣା। ଏହି ଆଧୁନିକ ରେଷ୍ଟୁରାଣ୍ଟ ଆଜି ଓଡ଼ିଶା ଏବଂ ରାଜ୍ୟ ବାହାରେ ଖାଦ୍ୟପ୍ରେମୀମାନଙ୍କୁ ଆକର୍ଷିତ କରୁଛି। ବିଶେଷକରି, ଓଡ଼ିଶାର ସ୍ଥାନୀୟ ଖାଦ୍ୟ ଖୋଜୁଥିବା ପର୍ଯ୍ୟଟକମାନଙ୍କ ପାଇଁ ‘ଡାଲମା’ ହୋଇଛି ଏକ ପ୍ରମୁଖ ଫୁଡ ପଏଣ୍ଟ।

Comment