ଭୁବନେଶ୍ୱରରେ ରୋଜିସ୍ କିଚେନ ନାଁରେ ଅନଲାଇନ୍ ଫୁଡ୍ ବିଜନେସ୍ ଆରମ୍ଭକରି ସରୋଜା ଚୌଧୁରୀ ଆଜି ଅନେକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ତାଙ୍କ କିଚେନରୁ ପ୍ରସ୍ତୁତ ବିଭିନ୍ନ ପାରମ୍ପରିକ ଓଡ଼ିଆ ଖାଦ୍ୟ ଏବଂ ଇଣ୍ଡିଆନ୍ ଓ ଚାଇନିଜ୍ ଡିସ୍ ଗ୍ରାହକମାନଙ୍କୁ ବିଶେଷ ଆକର୍ଷିତ କରୁଛି। ‘ଓଡ଼ିଶାଲାଇଭ’ର ସ୍ୱତନ୍ତ୍ର ସାକ୍ଷାତକାରରେ ଦେଖନ୍ତୁ ମହିଳା ଉଦ୍ୟୋଗୀ ସରୋଜା ଓରଫ୍ ରୋଜିଙ୍କ ଡେଲିସିୟସ୍ ଷ୍ଟୋରି।

Comment