ଚିଲିକା। ଭାରତର ସର୍ବବୃହତ ଲୁଣି ହ୍ରଦ। ଓଡ଼ିଶାର ପୂର୍ବ ଉପକୂଳରେ ଦୀର୍ଘ ୧୧ ଶହ ବର୍ଗ କିଲୋମିଟର ପରିବ୍ୟାପ୍ତ ଏହି ଇକୋ ଟୁରିଜିମ ପଏଣ୍ଟ ହେଉଛି ପ୍ରକୃତିର ଏକ ମନୋରମ ଆବିଷ୍କାର। ଜୈବ ବିବିଧତାରେ ଭରପୂର ଏହି ସ୍ଥାନ ପକ୍ଷୀମାନଙ୍କ ଲାଗି ଭୂସ୍ୱର୍ଗ। ଏହାର ସୁଦୀର୍ଘ ଜଳରାଶି, ସୂର୍ଯ୍ୟେଦୟ ଓ ସୂର୍ଯ୍ୟାସ୍ତର ଦୃଶ୍ୟ ଆପଣଙ୍କୁ ବିଭୋର କରିଦେବ। ଦେଖନ୍ତୁ ଭିଡିଓ…

LEAVE A REPLY

Please enter your comment!
Please enter your name here