ଓଡ଼ିଶା ଜୁଡିସିଆଲ୍ ସର୍ଭିସ (ଓଜେଏସ୍) ପରୀକ୍ଷା-୨୦୨୧ର ଟପ୍ପର ହୋଇଛନ୍ତି ଅନୁଗୁଳର ଝିଅ ଆଦ୍ୟାଶା ମିଶ୍ର। ପ୍ରଥମ ଚେଷ୍ଟାରେ ହିଁ ଓଜେଏସ୍ ପରୀକ୍ଷାରେ ଆଦ୍ୟାଶାଙ୍କୁ ମିଳିଛି ଏହି ସଫଳତା। ତେବେ ଓଜେଏସ କ୍ରାକ୍ ପାଇଁ କ’ଣ ରହିଛି ଆଦ୍ୟାଶାଙ୍କ ଷ୍ଟ୍ରାଟେଜି? ଜାଣିବା ପାଇଁ ଦେଖନ୍ତୁ ଭିଡିଓ…

Comment