ଓଡ଼ିଶାଲାଇଭ୍ ବ୍ୟୁରୋ

ସାଧାରଣତଃ ମଶା କାମୁଡ଼ିବା ଯୋଗୁଁ ମ୍ୟାଲେରିଆ ହୋଇଥାଏ। ଏହା ବେଳେବେଳେ ଆମ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ। ମ୍ୟାଲେରିଆ ରୋଗୀ ହେଲେ ପ୍ରବଳ ଜ୍ୱର ହେବା ସହ ଶରୀରର ତାପମାତ୍ରା ବଢ଼ିଯାଏ।

ପ୍ଲାଜମୋଡିୟମ ପାରାସାଇଟସ ଦ୍ୱାରା ସଂକ୍ରମିତ ମଶା ମଣିଷକୁ କାମୁଡ଼ିବା ଦ୍ୱାରା ମ୍ୟାଲେରିଆ ହୋଇଥାଏ। ଭାରତରେ ପାଣିପାଗ ଦୃଷ୍ଟିରୁ  ମ୍ୟାଲେରିଆ ଦ୍ରୁତ ଗତିରେ ବ୍ୟାପେ।

ମ୍ୟାଲେରିଆ ଜ୍ୱର କାହିଁକି ହୁଏ? ମ୍ୟାଲେରିଆର ଲକ୍ଷଣ ସବୁ କ’ଣ କ’ଣ? ମଶା ଦାଉରୁ କେମିତି ପାଇବେ ରକ୍ଷା? ଏନେଇ ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ଭକ୍ତ ମୋହନ ସ୍ୱାଇଁ କ’ କହୁଛନ୍ତି, ଆସନ୍ତୁ ଜାଣିବା ସ୍ୱାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #WorldMalariaDay2023 #Malaria #MosquitoBites #WHO #TimeToDeliverZeroMalaria

 

LEAVE A REPLY

Please enter your comment!
Please enter your name here