ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

 ଏକ ସୁସ୍ଥ ଶିଶୁ ଜନ୍ମ ହେବା ପାଇଁ ଗର୍ଭାବସ୍ଥାରେ ମା’ର ଯତ୍ନ ନିହାତି ଦରକାର। ଏହା ଦ୍ଵାରା ଉଭୟ ଶିଶୁ ଓ ମା’ର ଶରୀର ସୁସ୍ଥ ରହିଥାଏ।

ଏଥିପାଇଁ ଆମକୁ ଉଭୟଙ୍କ ଠିକ ଭାବେ ଯତ୍ନ ନେବାକୁ ପଡ଼ିବ। ଏଥିପାଇଁ ଖଦ୍ୟଠାରୁ ଆରମ୍ଭ ଔଷଧ ଯାଏଁ ବିଭିନ୍ନ ବିଷୟରେ ଲୋକଙ୍କୁ ସଚେତନ ହେବା ଆବଶ୍ୟକ

ତେବେ, ଜଣେ ଗର୍ଭବତୀ ମହିଳା କେମିତି ନିଜର ଯତ୍ନ ନେବେ? ଗର୍ଭାବସ୍ଥାରେ କ’ଣ ଖାଇବେ କ’ଣ ନାହିଁ। ଏହାସହ ଗର୍ଭାବସ୍ଥାରେ କେଉଁ କେଉଁ ପରୀକ୍ଷା କରିବା ଆବଶ୍ୟକ। ସେ ନେଇ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଜୟ ପ୍ରକାଶ ପାଣି କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #MothersDay #MotherCare #Pregnancy #HealthAwareness #AmaSwasthyAmaJibana

 

LEAVE A REPLY

Please enter your comment!
Please enter your name here