ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆଜି ହେଉଛି ବିଶ୍ଵ ସ୍ଵାସ୍ଥ୍ୟ ଦିବସ-୨୦୨୪। ଏହି ଅବସରରେ ସ୍ଵାସ୍ଥ୍ୟ ସଚେତନତା ଉଦ୍ଦେଶ୍ୟରେ ଓଡ଼ିଶାଲାଇଭ୍, ସ୍ଵାସ୍ଥ୍ୟପ୍ଲସ ଓ ଆଇଏଫ୍ଆଇ ଫାଉଣ୍ଡେସନର ମିଳିତ ଅଭିଯାନ ‘ଆମ ସ୍ଵାସ୍ଥ୍ୟ ଆମ ଜୀବନ’।

ଏକ ସୁସ୍ଥ ଶରୀର ପାଇଁ ନିଦ୍ରା ଅତ୍ୟନ୍ତ ଜରୁରୀ। ମଣିଷକୁ ଭଲ ସ୍ୱାସ୍ଥ୍ୟ ପାଇଁ ୮ ଘଣ୍ଟା ଶୋଇବା ଅତ୍ୟନ୍ତ ଜରୁରୀ। ଖାଲି ଶରୀର ନୁହେଁ, ମାନସିକ ଶାନ୍ତି ପାଇଁ ଭଲ ନିଦର ଆବଶ୍ୟକତା ରହିଛି।

ମାତ୍ର ଅଧିକାଂଶ ଲୋକଙ୍କୁ ନିଦ ଆସେ ନାହିଁ ଓ ସେମାନେ ସାରା ରାତି ଚେଇଁ ରହନ୍ତି। ଏହାସହ ରାତିରେ ଭଲ ନିଦ ନ ହେଲେ ଏହାର କୁପ୍ରଭାବ ମସ୍ତିଷ୍କ ଉପରେ ପଡ଼ିଥାଏ।

ତେବେ ଭଲ ନିଦରେ କେମିତି ଶୋଇବେ। ଏନେଇ ବିଶିଷ୍ଟ ସ୍ନାୟୁ-ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟକାମ ମହାପାତ୍ର କ’ଣ କହୁଛନ୍ତି, ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #WorldHealthDay2023 #AmaSwasthyAmaJibana #HealthForAll #sleeping #Sleephygienetips #Healthylife #OdiaHealthTips

Comment