ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆଜି ହେଉଛି ବିଶ୍ଵ ସ୍ଵାସ୍ଥ୍ୟ ଦିବସ-୨୦୨୪। ଏହି ଅବସରରେ ସ୍ଵାସ୍ଥ୍ୟ ସଚେତନତା ଉଦ୍ଦେଶ୍ୟରେ ଓଡ଼ିଶାଲାଇଭ୍, ସ୍ଵାସ୍ଥ୍ୟପ୍ଲସ ଓ ଆଇଏଫ୍ଆଇ ଫାଉଣ୍ଡେସନର ମିଳିତ ଅଭିଯାନ ‘ଆମ ସ୍ଵାସ୍ଥ୍ୟ ଆମ ଜୀବନ’।

ଆଧୁନିକ ଜୀବନଶୈଳୀ ଅନେକ ରୋଗର କାରଣ ପାଲଟିଛି। ତା’ମଧ୍ୟରୁ ସବୁଠାରୁ ବଡ଼ ରୋଗ ହେଉଛି ହୃଦରୋଗ। ଏବେ ଏହି ହୃତ୍‌ପିଣ୍ଡଜନିତ ସମସ୍ୟା ଅନେକ ଲୋକଙ୍କଠାରେ ଦେଖାଯାଉଛି। ଲୋକମାନେ ମଧ୍ୟ ଏହାକୁ ଠିକ୍ ସମୟରେ ଜାଣି ପାରୁନାହାନ୍ତି।

ହୃତ୍‌ପିଣ୍ଡ ଆମ ଶରୀରର ମୁଖ୍ୟ ଅଙ୍ଗ। ହୃତପିଣ୍ଡ ସଠିକ ଭାବେ କାର୍ଯ୍ୟ ନକଲେ ପୁରା ଶରୀରରେ ସମସ୍ୟା ଦେଖାଯାଇଥାଏ। ତେଣୁ ହାର୍ଟକୁ ସୁସ୍ଥ ରଖିବା ନିହାତି ଦରକାର।

ତେବେ ହାର୍ଟକୁ ସୁସ୍ଥ ରଖିବାର ୭ଟି ସୂତ୍ର ବିଷୟରେ ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡାକ୍ତର ମହେନ୍ଦ୍ର ପ୍ରସାଦ ତ୍ରିପାଠୀ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #WorldHealthDay2024 #AmaSwasthyAmaJibana #HealthForAll #Heartproblems #Healthylife #OdiaHealthTips

LEAVE A REPLY

Please enter your comment!
Please enter your name here