ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆଜି ହେଉଛି ବିଶ୍ଵ ସ୍ଵାସ୍ଥ୍ୟ ଦିବସ- ୨୦୨୪। ଏହି ଅବସରରେ ସ୍ଵାସ୍ଥ୍ୟ ସଚେତନା ଉଦ୍ଦେଶ୍ୟରେ ଓଡ଼ିଶାଲାଇଭ୍‌, ସ୍ଵାସ୍ଥ୍ୟପ୍ଲସ ଓ ଆଇଏଫଆଇ ଫାଉଣ୍ଡେସନର ମିଳିତ ଅଭିଯାନ ‘ଆମ ସ୍ଵାସ୍ଥ୍ୟ ଆମ ଜୀବନ’।

ଚାଳିଶିଆ ହେଉଛି ଏକ ପ୍ରକାରର ବୟସ ଜନିତ ଆଖି ସମସ୍ୟା। ଏହା କୌଣସି ରୋଗ ନୁହେଁ। ସାଧାରଣତଃ କୌଣସି ବ୍ୟକ୍ତିର ବୟସ ୪୦ ବର୍ଷ ଅତିକ୍ରମ କରିବା ପରେ ଆଖିରେ ସମସ୍ୟା ଦେଖାଦେଇଥାଏ।

ଚାଳିଶିଆ ହେବା ଫଳରେ ଲୋକଙ୍କୁ ଦେଖିବାରେ ଅସୁବିଧା ହୋଇଥାଏ। ଏହା ଯୋଗୁଁ ସେମାନେ ପଢ଼ିବା ପାଇଁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି।

ତେବେ ଚାଳିଶିଆ ହେଲେ କ’ଣ ଅସୁବିଧା ହୁଏ, ଏହାର ଚିକିତ୍ସା କେମିତି କରାଯାଏ, ଏନେଇ ବିଶିଷ୍ଟ ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ସ୍ୱାତୀ ସାମନ୍ତ କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #WorldHealthDay2024 #HealthforAll #MyHealthMyRight #AmaSwasthyaAmaJibana #HealthForAll #Presbyopia #Healthylife #OdiaHealthTips

LEAVE A REPLY

Please enter your comment!
Please enter your name here