ଓଡ଼ିଶାଲାଇଭ୍ ସ୍ପୋର୍ଟସ୍ ବ୍ୟୁରୋ

ପାୱାର ସ୍ପୋର୍ଟସ୍ ଓ କମ୍ବାଟ ସ୍ପୋର୍ଟସ୍ ତାରକା ଓଡ଼ିଆ ଝିଅ ଅନୁପମା ସ୍ୱାଇଁ। ଜୁ-ଜିତ୍‌ସୁ ଖେଳରେ ଓଡ଼ିଶାର ଅନ୍ତର୍ଜାତୀୟ ଚେହେରା ଅନୁପମା। କେଉଁଝର ଜିଲ୍ଲାର ଏକ ଛୋଟିଆ ଗାଁରୁ ବାହାରି ଆଜି ସେ ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟ ତଥା ଦେଶ ପାଇଁ ଆଣିଛନ୍ତି ଅନେକ ଗୌରବ।

ଓଡ଼ିଶାଲାଇଭ୍‌ର ସାପ୍ତାହିକ କ୍ରୀଡ଼ା ସାକ୍ଷାତକାର ସୋ’ – ‘ସ୍ପୋର୍ଟସ୍ ଟକ୍ ୱିଥ୍ ସମ୍ବିତ’ର ପ୍ରଥମ ଅଧ୍ୟାୟରେ ଦେଖନ୍ତୁ ଅନ୍ତର୍ଜାତୀୟ ଜୁ-ଜିତ୍‌ସୁ ଖେଳାଳି ଅନୁପମା ସ୍ୱାଇଁ କାହାଣୀ।

Tags: #JiuJitsu #AnupamaSwain #OdishaLIVE #SportsTalkWithSambit #SambitMohapatra #SportsInterview #OdishaSports

Comment