ଓଡ଼ିଶାଲାଇଭ୍ ବ୍ୟୁରୋ

ଜୀବନ ସଂଘର୍ଷରେ ହାରି ନଯାଇ ଅନେକ ଦିବ୍ୟାଙ୍ଗଙ୍କୁ ବଞ୍ଚିବାର ରାସ୍ତା ଦେଖାଇଛନ୍ତି ଡକ୍ଟର ଶ୍ରୁତି ମହାପାତ୍ର। ଗୋଟିଏ ଦୁର୍ଘଟଣା କିଭଳି ତାଙ୍କ ଜୀବନ ବଦଳାଇଦେଇଥିଲା ତାକୁ ନେଇ ତିଆରି ହୋଇଛି ବାୟୋପିକ୍ ‘ପାଦେ ଆକାଶ’। ତାଙ୍କ ଚରିତ୍ରକୁ ପରଦାରେ ନିଖୁଣ ଭାବେ ଫୁଟାଇଛନ୍ତି ଅଭିନେତ୍ରୀ ଅର୍ଚ୍ଚିତା ସାହୁ।

Tags: #DrSrutiMohapatra #DisabilityRightsActivist #SocialActivist #PadeAkasha

Comment