ଓଡ଼ିଶାଲାଇଭ୍ ବ୍ୟୁରୋ
ଓଜେଏସ୍ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି ସୋମେଶ ରଣବିଜୁଳି। ଜୁଡିସିଆଲ୍ ଅଫିସର ହେବାକୁ ଲକ୍ଷ୍ୟ ରଖିଥିଲେ। ୨୦୧୯ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳ ହୋଇ ଖଣ୍ଡପଡ଼ା ତହସିଲ୍ଦାର ଭାବରେ କାର୍ଯ୍ୟରତ ସୋମେଶ।
ଆଇଆଇଟି କରିବା ପରେ ଆଇନ ପାଠପଢ଼ିଥିଲେ ସୋମେଶ ରଣବିଜୁଳି। ଚାକିରି ସହିତ ପାଠପଢ଼ା ସୋମେଶଙ୍କ ପାଇଁ ଥିଲା ଚ୍ୟାଲେଞ୍ଜ। ଓଜେଏସ୍ ପରୀକ୍ଷା ପାଇଁ ତାଙ୍କ ପ୍ରସ୍ତୁତି ଓ ସଫଳତା କାହାଣୀ ବିସ୍ତୃତ ଭାବେ କହିଛନ୍ତି ସୋମେଶ।
Tags: #OJS #ojstopper #odishajudicialservices