ଜିଏସ୍ଟିରେ ସଂଶୋଧନ: ଏଣିକି ୩ ମାସରେ ଦାଖଲ ହେବ ରିଟର୍ଣ୍ଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଣିକି ମାସେ ନୁହେଁ, ୩ ମାସରେ ଥରେ ଦାଖଲ ହେବ ରିଟର୍ଣ୍ଣ। ଆଜି ଦିଲ୍ଲୀରେ ବସିଥିବା ଜିଏସ୍ଟି କାଉନ୍ସିଲ ବୈଠକରେ ନିଷ୍ପତ୍ତି ହୋଇଛି। ବ୍ୟବସାୟୀଙ୍କ ରିଟର୍ଣ୍ଣ ଫାଇଲ୍ ପ୍ରକ୍ରିୟାକୁ ସରଳ କରାଯାଇଛି।
ଜିଏସ୍ଟି...
ମହଙ୍ଗା ପଡ଼ିଲା ଓଡ଼ିଆ ଭାଷାର କଦର୍ଥ: ‘ପୂଜା’ ଜାଗାରେ ‘ପୂଜୋ’ ଲେଖି କ୍ଷମା ମାଗିଲା ‘ପିଟର ଇଂଲଣ୍ଡ’
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଆଙ୍କ ଭାବନାକୁ ପାଦରେ ଦଳି ଦେଉଛନ୍ତି ବଡ଼ ବଡ଼ କମ୍ପାନି। ଓଡ଼ିଶା ବଜାରକୁ ନବୁଝି ବିଜ୍ଞାପନ ମାଧ୍ୟମରେ ‘ପୂଜା’କୁ ‘ପୂଜୋ’ ବା ‘ରଜ’କୁ ‘ରାଜୋ’ ଲେଖି ୪ କୋଟି ଓଡ଼ିଆଙ୍କ ମାନସିକତାକୁ...
୨୦୨୦ ସୁଦ୍ଧା ଭାରତରେ ୫ଜି: ସଜବାଜ ହେଲାଣି ଟେଲିକମ୍ ମନ୍ତ୍ରାଳୟ
ଓଡ଼ିଶାଲାଇଭ୍ ବ୍ୟୁରୋ
୪ଜିର ସଫଳତା ପରେ ଏବେ ଭାରତ ସରକାର ୫ଜି ଲଞ୍ଚ୍ କରିବାକୁ ସଜବାଜ ହେଲେଣି। ଏଥିପାଇଁ ୨୦୨୦କୁ ଟାର୍ଗେଟ୍ କରାଯାଇଛି। ଏହି ଟେକ୍ନୋଲୋଜିର ପ୍ରତିଷ୍ଠା ନେଇ ସରକାର ମଙ୍ଗଳବାର ଏକ ଉଚ୍ଚସ୍ତରୀୟ...
ଦେଶର ଟପ୍ ଟେନ୍ ଧନୀଙ୍କ ଭିତରେ ପାତଞ୍ଜଳି ଆୟୁର୍ବେଦ ମାଲିକ
ଓଡ଼ିଶାଲାଇଭ୍ ବ୍ୟୁରୋ
ପାତଞ୍ଜଳି ଆୟୁର୍ବେଦର ମାଲିକ ଆଚାର୍ଯ୍ୟ ବାଳକୃଷ୍ଣ ଏକ ଲମ୍ବା କୁଦ ମାରିଛନ୍ତି। ସେ ବର୍ତ୍ତମାନ ଦେଶର ଟପ୍ ୧୦ ଧନୀ ଲୋକମାନଙ୍କ ମଧ୍ୟରେ ଅନ୍ୟତମ। ‘ହୁରୁନ ଇଣ୍ଡିଆ’ ନାମକ ଏକ ସଂସ୍ଥା...
ଲକ୍ଷେ ଟଙ୍କିଆ ଆପଲ ଆଇଫୋନ ଏକ୍ସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇଫୋନ ପ୍ରେମୀଙ୍କ ଅପେକ୍ଷା ଶେଷ ହୋଇଛି। ଆଇଫୋନ୍ର ଦଶମ ବର୍ଷ ପୂର୍ତ୍ତି ଅବସରରେ ଆପଲ କମ୍ପାନି ଗ୍ରାହକମାନଙ୍କ ପାଇଁ ଆଇଫୋନ 8, 8+ ସହିତ ଏକ ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଆଇଫୋନ ଏକ୍ସ୍...
ବିଶ୍ୱର ଧନୀ ମନ୍ଦିର ତିରୁପତି: ବ୍ୟାଙ୍କରେ ଜମା କଲା ୨.୭୮ ଟନ୍ ସୁନା
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁନାରେ ବିମୁଦ୍ରୀକରଣ।
କେନ୍ଦ୍ର ସରକାର ଏହି ନୀତି ଘୋଷଣା କରିବା ପରେ ବିଶ୍ୱର ଧନୀ ମନ୍ଦିର ତିରୁମାଲା ତିରୁପତି ଦେଭସ୍ଥାନମ୍ (ଟିଟିଡି) ଚର୍ଚ୍ଚାରେ ରହିଛି।
ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଟିଟିଡି ୨,୭୮୦ କିଲୋ ସୁନା...
ଏଣିକି ସ୍ୱୟଂ ଚାଳିତ ଗାଡ଼ିରେ ଘରେ ପହଞ୍ଚିବ ପିଜା
ଓଡ଼ିଶାଲାଇଭ୍ ବ୍ୟୁରୋ
ପିଜା ଲଭରଙ୍କ ପାଇଁ ଖୁସି ଖବର। ପିଜା ଖାଇବାକୁ ଏଣିକି ଗ୍ରାହକମାନଙ୍କୁ ଦୋକାନ ଯିବାକୁ ପଡିବ ନାହିଁ। କାରଣ ଫୋର୍ଡ ମୋଟର ଏବଂ ଡୋମିନସ୍ ପିଜା ପକ୍ଷରୁ ସେପ୍ଟେମ୍ବରରୁ ନୂଆ ପଦକ୍ଷେପ...
ସ୍ମାର୍ଟଫୋନ ବଜାରରେ ଦବ୍ଦବା ବଜାୟ ରଖିବା ପାଇଁ ଆପେଲ୍ ଏବଂ ସାମସଙ୍ଗର ନୂଆ ଷ୍ଟ୍ରାଟେଜି
ଓଡ଼ିଶାଲାଇଭ୍ ବ୍ୟୁରୋ
ଗତ କିଛି ବର୍ଷ ମଧ୍ୟରେ ବିଭିନ୍ନ ନୂଆ ମୋବାଇଲ୍ ଫୋନ କମ୍ପାନି ବଜାରକୁ ଆସିବା ଫଳରେ ସ୍ମାର୍ଟଫୋନ କାରବାରରେ ଏକ ବଡ଼ ଧରଣର ହଲଚଲ ହୋଇଛି। ଏହି ହଲଚଲ ଆଗ ଧାଡ଼ିର...
ଭାରତୀୟ ଷ୍ଟାର୍ଟ-ଅପ୍ କମ୍ପାନିରେ ଟଙ୍କା ଖଟାଇବାରେ ଆମେରିକାର ନିବେଶକ ଅଧିକ ସକ୍ରିୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ଷ୍ଟାର୍ଟ-ଅପ୍ ଜଗତକୁ ଆମେରିକୀୟ ନିବେଶ ବେଶ୍ ପ୍ରଭାବିତ କରିଛି। ଗତ ୫ ବର୍ଷ ମଧ୍ୟରେ ଏଭଳି ୮ ଶହରୁ ଅଧିକ ଷ୍ଟାର୍ଟ-ଅପ୍ରେ ଆମେରିକାରେ ଥିବା ବିଭିନ୍ନ ପୁଞ୍ଜିଲଗାଣକାରୀ ସଂସ୍ଥା ଟଙ୍କା...
ମଣ୍ଡଳ ପାର୍ଟ-୨: ବ୍ୟାଙ୍କ ଅଫିସରଙ୍କୁ ମିଳିବନି ଓବିସି କୋଟା
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁସାରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ, ବ୍ୟାଙ୍କ୍ ଓ ବୀମା କମ୍ପାନୀରେ କାମ କରୁଥିବା ବଡ଼ ଅଫିସରଙ୍କ ପୁଅଝିଅଙ୍କୁ ଅନ୍ୟ ପଛୁଆବର୍ଗ ବା...